ବର୍ଷର ଶେଷ ଦିନରେ ସିବିଏସଇ ବୋର୍ଡ ପରୀକ୍ଷା ତାରିଖ ଘୋଷଣା

ନୂଆଦିଲ୍ଲୀ: ସିବିଏସ୍ଇ ବୋର୍ଡ ପରୀକ୍ଷା ତାରିଖ ବର୍ଷର ଶେଷ ଦିନରେ ଘୋଷଣା ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏହି ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ସିବିଏସ୍ଇ ବୋର୍ଡ ପରୀକ୍ଷାର ତାରିଖ ଡିସେମ୍ବର ୩୧ରେ ଘୋଷଣା କରାଯିବ। ଶିକ୍ଷା ମନ୍ତ୍ରଣାଳୟ ଆଜି ଏହାର ସରକାରୀ ଘୋଷଣା କରିଛି। The date for the commencement of upcoming CBSE board exams to be […]

Cbse

Subhransu Sekhar
  • Published: Saturday, 26 December 2020
  • , Updated: 26 December 2020, 11:01 PM IST

ନୂଆଦିଲ୍ଲୀ: ସିବିଏସ୍ଇ ବୋର୍ଡ ପରୀକ୍ଷା ତାରିଖ ବର୍ଷର ଶେଷ ଦିନରେ ଘୋଷଣା ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏହି ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ସିବିଏସ୍ଇ ବୋର୍ଡ ପରୀକ୍ଷାର ତାରିଖ ଡିସେମ୍ବର ୩୧ରେ ଘୋଷଣା କରାଯିବ। ଶିକ୍ଷା ମନ୍ତ୍ରଣାଳୟ ଆଜି ଏହାର ସରକାରୀ ଘୋଷଣା କରିଛି।

https://twitter.com/ANI/status/1342856725301379072?s=20

ତେବେ ଫେବୃଆରୀରେ ବୋର୍ଡ ପରୀକ୍ଷା ହେବ କି ନାହିଁ ପ୍ରଶ୍ନର ଜବାବ ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ସ୍ପଷ୍ଟ କରିସାରିଛନ୍ତି।

Related story