ସିବିଏସ୍‌ଇ ସିଲାବସ୍‌ ୩୦% କମିବ, ବିଷୟବସ୍ତୁ ପରୀକ୍ଷାରେ ପଡ଼ିବନି

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ସବୁ ଶିକ୍ଷାନୁଷ୍ଠାନ ବନ୍ଦ। କେବେ ଏହା ଖୋଲିବ, ତା’ ଉତ୍ତର କାହା ପାଖରେ ନାହିଁ। ଏସବୁ ଭିତରେ କେନ୍ଦ୍ର ସରକାର ସିବିଏସଇ ସିଲାବସ୍‌ ବା ପାଠ୍ୟ ଖସଡ଼ାକୁ ଚଳିତ ବର୍ଷ ପାଇଁ ୩୦% ହ୍ରାସ କରିବାକୁ ଘୋଷଣା କରିଛନ୍ତି। କେଉଁ ବିଷୟ ପାଠ୍ୟକ୍ରମରୁ ବାଦ ଦିଆଯିବ ଓ କେଉଁ ବିଷୟ ରହିବ, ସେ ବିଷୟରେ ସିବିଏସଇ ଦ୍ୱାରା ଗଠିତ କମିଟି ନିଷ୍ପତ୍ତି ନେବ। ତେବେ ହ୍ରାସ ପାଉଥିବା ସିଲାବସ୍‌ […]

fa

fa

Hemant Lenka
  • Published: Tuesday, 07 July 2020
  • Updated: 07 July 2020, 06:11 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର ସବୁ ଶିକ୍ଷାନୁଷ୍ଠାନ ବନ୍ଦ। କେବେ ଏହା ଖୋଲିବ, ତା’ ଉତ୍ତର କାହା ପାଖରେ ନାହିଁ। ଏସବୁ ଭିତରେ କେନ୍ଦ୍ର ସରକାର ସିବିଏସଇ ସିଲାବସ୍‌ ବା ପାଠ୍ୟ ଖସଡ଼ାକୁ ଚଳିତ ବର୍ଷ ପାଇଁ ୩୦% ହ୍ରାସ କରିବାକୁ ଘୋଷଣା କରିଛନ୍ତି।

କେଉଁ ବିଷୟ ପାଠ୍ୟକ୍ରମରୁ ବାଦ ଦିଆଯିବ ଓ କେଉଁ ବିଷୟ ରହିବ, ସେ ବିଷୟରେ ସିବିଏସଇ ଦ୍ୱାରା ଗଠିତ କମିଟି ନିଷ୍ପତ୍ତି ନେବ। ତେବେ ହ୍ରାସ ପାଉଥିବା ସିଲାବସ୍‌ ଅନୁଯାୟୀ ପିଲାଙ୍କୁ ଶିକ୍ଷାଦାନ କରାଯିବ। ହେଲେ ଇଣ୍ଟରନାଲ ଆସେସମେଣ୍ଟ କିମ୍ବା ବାର୍ଷିକ ପରୀକ୍ଷାରେ ଏହି ବିଷୟ ପଡ଼ିବ ନାହିଁ ବୋଲି କୁହାଯାଇଛି।

ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଏ ବିଷୟରେ ସୂଚନା ଦେଇ କହିଛନ୍ତି, ସିବିଏସଇର ୯ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ୍‌କୁ ୩୦% ହ୍ରାସ କରାଯିବ। ପିଲାମାନଙ୍କ ଶିକ୍ଷା ଗ୍ରହଣ କରିବା ପାଇଁ ଆବଶ୍ୟକ ମୁଖ୍ୟ ବିଷୟବସ୍ତୁ ଏଥିରେ ରହିବ। ଅତିରିକ୍ତ ୩୦% ବିଷୟ ପାଠ୍ୟ ଖସଡ଼ାରୁ ବାଦ ଦିଆଯିବ।

ସିବିଏସଇକୁ ସିଲାବସ୍‌ ସମ୍ପର୍କରେ ବିଚାର କରିବାକୁ କୁହାଯାଇଥିଲା। ବିଚାର ପରେ ୯ମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ଉପରେ ସୃଷ୍ଟି ହୋଇଥିବା ଚାପକୁ ଦୂର କରିବା ପାଇଁ ସିଲାବସ୍‌ରୁ ୩୦% ବିଷୟକୁ ବାଦ୍ ଦିଆଯିବାକୁ ନିଷ୍ପତ୍ତି ହୋଇଛି। ସିଲାବସ୍‌ରେ କେତେ ପ୍ରତିଶିତ ହ୍ରାସ କରାଯିବ ଓ କେଉଁ ବିଷୟ ରହିବ, ସେକଥା ଜାଣିବା ପାଇଁ ଦେଶର ସବୁ ଶିକ୍ଷାବିତ୍‌ଙ୍କ ଠାରୁ ପ୍ରସ୍ତାବ ଆହ୍ୱାନ କରାଯାଇଥିଲା।

ଏହିକ୍ରମରେ ୧୫ଶହରୁ ଅଧିକ ପ୍ରସ୍ତାବ ଆମକୁ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଏହି ପ୍ରସ୍ତାବକୁ ଦୃଷ୍ଟିରେ ରଖି ୩୦% ସିଲାବସ୍‌ ହ୍ରାସ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story