ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍‌, କ୍ୟାମେରାରେ କଏଦ ହେଲା ଦୃଶ୍ୟ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀରେ ରହୁଥିବା ଗୋଟିଏ ପରିବାର ଆଜି ଭୋରରୁ ଏକ ଭୟଙ୍କର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସେମାନେ କାରରେ ଘରକୁ ଫେରୁଥିବା ବେଳେ ୩ ଜଣ ଆତତାୟୀ ସେମାନଙ୍କୁ ବନ୍ଧୁକ ମୁନରେ ଲୁଟ୍‌ କରିଛନ୍ତି। ଏହି ସମୟରେ ଦମ୍ପତିଙ୍କ ସହିତ ତାଙ୍କ ପିଲାମାନେ ମଧ୍ୟ କାରରେ ଥିଲେ। ବନ୍ଧୁକ ମୁନରେ ଚାଲିଥିବା ଏହି ଲୁଟ୍‌ର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ବରୁଣ ବେହଲ କହିଛନ୍ତି, “ସୋମବାର ଭୋର […]

q

q

Hemant Lenka
  • Published: Monday, 01 July 2019
  • Updated: 01 July 2019, 03:44 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀରେ ରହୁଥିବା ଗୋଟିଏ ପରିବାର ଆଜି ଭୋରରୁ ଏକ ଭୟଙ୍କର ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ସେମାନେ କାରରେ ଘରକୁ ଫେରୁଥିବା ବେଳେ ୩ ଜଣ ଆତତାୟୀ ସେମାନଙ୍କୁ ବନ୍ଧୁକ ମୁନରେ ଲୁଟ୍‌ କରିଛନ୍ତି। ଏହି ସମୟରେ ଦମ୍ପତିଙ୍କ ସହିତ ତାଙ୍କ ପିଲାମାନେ ମଧ୍ୟ କାରରେ ଥିଲେ। ବନ୍ଧୁକ ମୁନରେ ଚାଲିଥିବା ଏହି ଲୁଟ୍‌ର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି।

ଲୁଟ୍‌ର ଶିକାର ହୋଇଥିବା ବରୁଣ ବେହଲ କହିଛନ୍ତି, “ସୋମବାର ଭୋର ୩ଟାରେ ଆମେ କାର ଯୋଗେ ଘରକୁ ଫେରିଥିଲୁ। ଏହି ସମୟରେ ୩ ଜଣ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ ଘର ବାହାରେ ଛିଡ଼ା ହୋଇଥିଲେ।

ମୁଁ କାରଟି ଘର ସାମ୍ନାରେ ଥିବା ପାର୍କିଂରେ ଥୋଇ ଗେଟ୍‌ ବନ୍ଦ କରିବାକୁ ଗଲା ବେଳେ ସେମାନେ ମୋତେ ବନ୍ଧୁକ ଦେଖାଇ ଡରାଇଥିଲେ। ସେମାନେ ମୋ ପର୍ସ ଛଡ଼ାଇ ନେବା ସହ ସୁନାର ବ୍ରେସଲେଟ୍‌ ମଧ୍ୟ ନେଇଯାଇଥିଲା।

ମୋ ହାତଘଣ୍ଟା ସେମାନଙ୍କୁ ପସନ୍ଦ ଆସି ନଥିଲା। ଏହାପରେ ଜଣେ ଲୁଟେରା ମୋ ପତ୍ନୀଙ୍କ ପାଖକୁ ଯାଇ ସୁନା ଚେନ ମାଗିଥିଲେ। ହେଲେ ସେ କୌଣସି ହାର ପିନ୍ଧି ନଥିଲେ। ଏହାପରେ ସେମାନେ ମୋ ପତ୍ନୀଙ୍କ ପର୍ସ ଖୋଜିଥିଲେ ମଧ୍ୟ ପାଇ ନଥିଲେ।”

ସିସିଟିଭି ଅନୁଯାୟୀ, ଲୁଟେରା ଜଣଙ୍କ ବରୁଣଙ୍କ ପତ୍ନୀଙ୍କ ପାଖକୁ ଯିବା ବେଳେ ସେ ତାଙ୍କ ଛୋଟ ଛୁଆକୁ କୋଳରେ ଧରିଥିଲେ। ଆଉ ଜଣେ ଶିଶୁ ପଛରେ ବସିଥିଲା।

ଦେଖନ୍ତୁ ଭିଡିଓ

https://twitter.com/i/status/1145592231530827776

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story