ଆକାଶରେ ଜଲୱା ଦେଖାଇଲା ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ୮୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍ତରପ୍ରଦେଶ ଗାଜିଆବାଦର ହିଣ୍ଡୋନ୍‌ ଏୟାର ଫୋର୍ସ ଷ୍ଟେସନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବାୟୁସେନାର ଅତ୍ୟାଧୁନିକ  ଜେଟ୍ ଓ ଫାଇଟର ହେଲିକପ୍ଟର ଦ୍ୱାରା ଚିତାକର୍ଷକ ଏୟାର ସୋ ପ୍ରଦର୍ଶିତ ହୋଇଥିଲା। ପ୍ରତିଷ୍ଠା ଦିବସରେ ଭାରତୀୟ ବାୟୁସେନାର ଶକ୍ତି ପ୍ରଦର୍ଶନ କରିଥିଲା। ଏହି ଅବସରରେ ଉତ୍ତରପ୍ରଦେଶ ଗାଜିଆବାଦର ହିଣ୍ଡନ୍‌ ଏୟାର ଫୋର୍ସ ଷ୍ଟେସନରେ କରାଯାଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ବାୟୁସେନାର ଅତ୍ୟାଧୁନିକ ହେଲିକପ୍ଟର ଓ […]

741071-6pti-pti1062018000047b

741071-6pti-pti1062018000047b

Tapas Behera
  • Published: Monday, 08 October 2018
  • Updated: 08 October 2018, 09:55 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପକ୍ଷରୁ ୮୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍ତରପ୍ରଦେଶ ଗାଜିଆବାଦର ହିଣ୍ଡୋନ୍‌ ଏୟାର ଫୋର୍ସ ଷ୍ଟେସନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ବାୟୁସେନାର ଅତ୍ୟାଧୁନିକ  ଜେଟ୍ ଓ ଫାଇଟର ହେଲିକପ୍ଟର ଦ୍ୱାରା ଚିତାକର୍ଷକ ଏୟାର ସୋ ପ୍ରଦର୍ଶିତ ହୋଇଥିଲା।

ପ୍ରତିଷ୍ଠା ଦିବସରେ ଭାରତୀୟ ବାୟୁସେନାର ଶକ୍ତି ପ୍ରଦର୍ଶନ କରିଥିଲା। ଏହି ଅବସରରେ ଉତ୍ତରପ୍ରଦେଶ ଗାଜିଆବାଦର ହିଣ୍ଡନ୍‌ ଏୟାର ଫୋର୍ସ ଷ୍ଟେସନରେ କରାଯାଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ବାୟୁସେନାର ଅତ୍ୟାଧୁନିକ ହେଲିକପ୍ଟର ଓ ଫାଇଟର  ହେଲିକପ୍ଟର ଦ୍ୱାରା ଚିତାକର୍ଷକ ଏୟାର ସୋ’  ସହ ଯବାନମାନଙ୍କ ଦ୍ୱାରା ଦ୍ୱାରା ଦୁସାଃହସିକ ପାରାଚ୍ୟୁଟ୍‌ ଜମ୍ପ୍ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଜାଗୁଆର, ବାଇସନ, ମିଗ୍ ୨୯,  ମିରେଜ-୨୦୦୦, ସୁଖୋଇ ୩୦ ଫାଇଟର ଜେଟ୍ ଓ ରୁଦ୍ର ହେଲିକପ୍ଟର ଆଦି ଏୟାର ସୋରେ ଅଂଶଗ୍ରହଣ କରିଥିଲେ। ହେଲେ ସବୁଠାରୁ ଆକର୍ଷଣୀୟ ଥିଲା ଭାରତୀୟ ବାୟୁସେନାର ଭିଣ୍ଟେଜ୍ ଏୟାରକ୍ରାଫ୍ଟ୍ ।

ଡାକୋଟା ଡିଟିସି -୩ ର କଳାକୌଶଳ  ଭାରତୀୟ ବାୟୁସେନାର ସର୍ବପୁରାତନ ଏହି ଏୟାରକ୍ରାଫ୍ଟ ୧୯୪୦ରେ ସାମିଲ ହୋଇଥିଲା । ଆଉ ୧୯୮୮ ପର୍ଯ୍ୟନ୍ତ ଏହା ସେବା ପ୍ରଦାନ କରିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story