ଚେନ୍ନାଇ ବନ୍ୟା ପରିସ୍ଥିତିର ସୁଧାର,ରବିବାର ବି ଖୋଲିଲା ବ୍ୟାଙ୍କ

ଚେନ୍ନାଇ: ବନ୍ୟାଗ୍ରସ୍ତ ଚେନ୍ନାଇ ସହରରେ ସ୍ଥିତିରେ ସମାନ୍ୟ ସୁଧାର ଆସିଛି। ଯେଉଁ ସବୁ ସ୍ଥାନରେ ପାଣି କମିଛି ସେଠାରେ ଲୋକେ ଘରୁ ବାହାରିଛନ୍ତି। ପେଟ୍ରୋଲ ପମ୍ପ ଓ ଏଟିଏମ୍ କାଉଣ୍ଟର ଆଗରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଥିବା ଟେଲିଫୋନ୍ ସେବା ଆଂଶିକ କାର୍ଯ୍ୟକ୍ଷମ ହୋଇଛି। ଆଜି ରବିବାର ଥିଲେ ମଧ୍ୟ ବ୍ୟାଙ୍କଗୁଡ଼ିକ ଖୋଲିବାକୁ ତାମିଲନାଡୁ ସରକାର ନିଷ୍ପତ୍ତି ନେଇଛନ୍ତି। ଚେନ୍ନାଇର ବ୍ୟସ୍ତବହୁଳ ଏଗମୋର୍ ଷ୍ଟେସନରୁ ଟ୍ରେନ୍ ସେବା ସ୍ୱାଭାବିକ କରିବାକୁ ରେଳବାଇ […]

chennai-airport-8

Rakesh Mallick
  • Published: Sunday, 06 December 2015
  • , Updated: 06 December 2015, 05:41 AM IST

ଚେନ୍ନାଇ: ବନ୍ୟାଗ୍ରସ୍ତ ଚେନ୍ନାଇ ସହରରେ ସ୍ଥିତିରେ ସମାନ୍ୟ ସୁଧାର ଆସିଛି। ଯେଉଁ ସବୁ ସ୍ଥାନରେ ପାଣି କମିଛି ସେଠାରେ ଲୋକେ ଘରୁ ବାହାରିଛନ୍ତି। ପେଟ୍ରୋଲ ପମ୍ପ ଓ ଏଟିଏମ୍ କାଉଣ୍ଟର ଆଗରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ସମ୍ପୂର୍ଣ୍ଣ ଠପ୍ ହୋଇ ଯାଇଥିବା ଟେଲିଫୋନ୍ ସେବା ଆଂଶିକ କାର୍ଯ୍ୟକ୍ଷମ ହୋଇଛି। ଆଜି ରବିବାର ଥିଲେ ମଧ୍ୟ ବ୍ୟାଙ୍କଗୁଡ଼ିକ ଖୋଲିବାକୁ ତାମିଲନାଡୁ ସରକାର ନିଷ୍ପତ୍ତି ନେଇଛନ୍ତି। ଚେନ୍ନାଇର ବ୍ୟସ୍ତବହୁଳ ଏଗମୋର୍ ଷ୍ଟେସନରୁ ଟ୍ରେନ୍ ସେବା ସ୍ୱାଭାବିକ କରିବାକୁ ରେଳବାଇ ପକ୍ଷରୁ ଉଦ୍ୟମ ଚାଲିଛି।

Related story