ଚୀନ: ୫ ହଜାର ବର୍ଷର ପୁରୁଣା ଘରୁ ମିଳିଲା ୯୭ଟି ମାନବ କଙ୍କାଳ

ବେଜିଂ: ଚୀନର ଉତ୍ତରପୂର୍ବ ଅଞ୍ଚଳର ୫ ହଜାର ବର୍ଷ ପୁରୁଣା ଏକ ଛୋଟଘରୁ ମଙ୍ଗଳବାର ୯୭ଟି ମାନବ କଙ୍କାଳ ଆବିଷ୍କୃତ କରାଯାଇଛି। ଏହାକୁ ଆବିଷ୍କୃତ କରିଛି ଚୀନର ପ୍ରାତ୍ନତତ୍ତ୍ୱ ବିଭାଗ। ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇ କୁହାଯାଇଛି ଯେ, ଆବିଷ୍କୃତ ହୋଇଥିବା ମାନବ କଙ୍କାଳ ମଧ୍ୟରୁ ବହୁ ନାବାଳକ, ଯୁବକ ଓ ମଧ୍ୟ ବୟସ୍କ ଯୁବକ ରହିଛନ୍ତି।  ମୋଟ ଉପରେ ୧୦୦ରୁ ଅଧିକ ଲୋକଙ୍କୁ ଏକାଠୀ ଏହି ଛୋଟ ଘରେ ନିଆଁ ଲାଗାଇ ଦିଆଯାଇଥିବା ଅନୁମାନ […]

hamin-mangha-1

Rakesh Mallick
  • Published: Tuesday, 28 July 2015
  • , Updated: 04 May 2017, 03:45 PM IST

ବେଜିଂ: ଚୀନର ଉତ୍ତରପୂର୍ବ ଅଞ୍ଚଳର ୫ ହଜାର ବର୍ଷ ପୁରୁଣା ଏକ ଛୋଟଘରୁ ମଙ୍ଗଳବାର ୯୭ଟି ମାନବ କଙ୍କାଳ ଆବିଷ୍କୃତ କରାଯାଇଛି। ଏହାକୁ ଆବିଷ୍କୃତ କରିଛି ଚୀନର ପ୍ରାତ୍ନତତ୍ତ୍ୱ ବିଭାଗ।

ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇ କୁହାଯାଇଛି ଯେ, ଆବିଷ୍କୃତ ହୋଇଥିବା ମାନବ କଙ୍କାଳ ମଧ୍ୟରୁ ବହୁ ନାବାଳକ, ଯୁବକ ଓ ମଧ୍ୟ ବୟସ୍କ ଯୁବକ ରହିଛନ୍ତି।  ମୋଟ ଉପରେ ୧୦୦ରୁ ଅଧିକ ଲୋକଙ୍କୁ ଏକାଠୀ ଏହି ଛୋଟ ଘରେ ନିଆଁ ଲାଗାଇ ଦିଆଯାଇଥିବା ଅନୁମାନ କରାଯାଉଛି।

ଏହି କଙ୍କାଳଗୁଡିକୁ ପରୀକ୍ଷାନିରୀକ୍ଷା ପାଇଁ ଉଦ୍ଧାର କରାବା ପାଇଁ ଚୀନ ମ୍ୟୁଜିୟମକୁ ନିଆଯାଇଛି।

Related story