ଚୀନ କୋଇଲା ଖଣିରେ ଗ୍ୟାସ୍ ଲିକ୍:୨ ମୃତ, ୬ ଶ୍ରମିକ ନିଖୋଜ

ବେଜିଂ: ଚାଇନାର ହୁଆଁନ୍ ପ୍ରଦେଶରେ ଥିବା ‌ଏକ କୋଇଲା ଖଣିରେ ଗ୍ୟାସ ଲିକ୍ ହୋଇ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୧ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ସେମାନଙ୍କର ମଧ୍ୟରୁ ୩ଜଣଙ୍କୁ ଉଦ୍ଧାର କରାଯାଇ ଥିବାବେଳେ  ୬ଜଣଙ୍କ ପତ୍ତା ମିଳୁନାହିଁ। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।

chinese_coal_miner

Rakesh Mallick
  • Published: Sunday, 31 May 2015
  • , Updated: 04 May 2017, 03:45 PM IST

Related story