ପୁଣି ନିୟନ୍ତ୍ରଣ ରେଖା ଅତିକ୍ରମ କଲା ଚୀନ ହେଲିକପ୍ଟର

ନୂଆଦିଲ୍ଲୀ: ପୁଣିଥରେ ନିୟନ୍ତ୍ରଣ ରେଖା ଅତିକ୍ରମ କରିଛି ଚୀନ ହେଲିକପ୍ଟର। ଆଜି ସକାଳୁ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ବାରହୋଟି ଅଞ୍ଚଳରେ ଚୀନର ଏକ ହେଲିକପ୍ଟର ପଶି ଆସିଥିଲା। ଗତ ମାସକ ଭିତରେ ଚୀନ ପକ୍ଷରୁ ଚତୁର୍ଥ ଥର ପାଇଁ ସୀମା ଉଲ୍ଲଂଘନ ହୋଇଛି। ଏହା ପୂର୍ବରୁ ମାର୍ଚ୍ଚ ୧୦ରେ ବାରହୋଟି ଅଞ୍ଚଳରେ ଚୀନର ଏକ ହେଲିକପ୍ଟର ଭାରତୀୟ ସୀମା ଭିତରକୁ ୪କିଲୋମିଟର ପର୍ଯ୍ୟନ୍ତ ପଶି ଆସି ପ୍ରାୟ ୫ମିନିଟ ବୁଲିଥିଲା।  ମାର୍ଚ୍ଚ ୮ରେ ଚୀନର ଦୁଇଟି ହେଲିକପ୍ଟର […]

Chinese Helicopter Lands on HMS Cornwall

Rakesh Mallick
  • Published: Monday, 26 March 2018
  • , Updated: 26 March 2018, 03:05 PM IST

ନୂଆଦିଲ୍ଲୀ: ପୁଣିଥରେ ନିୟନ୍ତ୍ରଣ ରେଖା ଅତିକ୍ରମ କରିଛି ଚୀନ ହେଲିକପ୍ଟର। ଆଜି ସକାଳୁ ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ବାରହୋଟି ଅଞ୍ଚଳରେ ଚୀନର ଏକ ହେଲିକପ୍ଟର ପଶି ଆସିଥିଲା। ଗତ ମାସକ ଭିତରେ ଚୀନ ପକ୍ଷରୁ ଚତୁର୍ଥ ଥର ପାଇଁ ସୀମା ଉଲ୍ଲଂଘନ ହୋଇଛି। ଏହା ପୂର୍ବରୁ ମାର୍ଚ୍ଚ ୧୦ରେ ବାରହୋଟି ଅଞ୍ଚଳରେ ଚୀନର ଏକ ହେଲିକପ୍ଟର ଭାରତୀୟ ସୀମା ଭିତରକୁ ୪କିଲୋମିଟର ପର୍ଯ୍ୟନ୍ତ ପଶି ଆସି ପ୍ରାୟ ୫ମିନିଟ ବୁଲିଥିଲା।  ମାର୍ଚ୍ଚ ୮ରେ ଚୀନର ଦୁଇଟି ହେଲିକପ୍ଟର ଲଦାଖ ଅଞ୍ଚଳରେ ପ୍ରାୟ ୧୮କିଲୋମିଟର ଭାରତୀୟ ସୀମା ଭିତରକୁ ପଶି ଆସିଥିଲେ। ଫେବ୍ରୁୟାରୀ ୨୭ରେ ଲଦାଖ ଅଞ୍ଚଳକୁ ଚୀନର ଏକ ହେଲିକପ୍ଟରର ପଶି ‌ଆସିଥିଲା।

Related story