ସିଏଏ ଭାରତର ମୁସଲମାନଙ୍କ ପାଇଁ ନୁହେଁ: ଇମାମ୍ ବୁଖାରୀ

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ (ସିଏଏ) ଦେଶର ମୁସଲିମଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏନଆରସି ଆଇନ ତିଆରି ହୋଇନାହିଁ। ତେଣୁ ସିଏଏକୁ ନେଇ ଭୟଭୀତ ନ ହେବାକୁ ଦେଶର ମୁସଲମାନ ଭାଇ ଭଉଣୀଙ୍କୁ ଆହ୍ୱାନ ଦେଇଛନ୍ତି ଦିଲ୍ଲୀ ଜମା ମସଜିଦର ମୁଖ୍ୟ ଶାହି ଇମାମ୍ ସଇଦ ଅହମଦ ବୁଖାରୀ। ବିରୋଧ କରିବା ଦେଶର ଗଣତାନ୍ତ୍ରିକ ଅଧିକାର। ଆନ୍ଦୋଳନ କରିବାର ଅଧିକାରରୁ କେହି ବଂଚିତ କରିପାରିବ ନାହିଁ ବୋଲି ସେ କହିଛନ୍ତି। ନାଗରିକ ସଂଶୋଧନ ଆଇନକୁ […]

Imam-Bukhari-of-Delhis-Jama-Masjid (1)

Imam-Bukhari-of-Delhis-Jama-Masjid (1)

Subhransu Sekhar
  • Published: Wednesday, 18 December 2019
  • Updated: 18 December 2019, 03:21 PM IST

Sports

Latest News

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ଆଇନ (ସିଏଏ) ଦେଶର ମୁସଲିମଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏନଆରସି ଆଇନ ତିଆରି ହୋଇନାହିଁ। ତେଣୁ ସିଏଏକୁ ନେଇ ଭୟଭୀତ ନ ହେବାକୁ ଦେଶର ମୁସଲମାନ ଭାଇ ଭଉଣୀଙ୍କୁ ଆହ୍ୱାନ ଦେଇଛନ୍ତି ଦିଲ୍ଲୀ ଜମା ମସଜିଦର ମୁଖ୍ୟ ଶାହି ଇମାମ୍ ସଇଦ ଅହମଦ ବୁଖାରୀ। ବିରୋଧ କରିବା ଦେଶର ଗଣତାନ୍ତ୍ରିକ ଅଧିକାର। ଆନ୍ଦୋଳନ କରିବାର ଅଧିକାରରୁ କେହି ବଂଚିତ କରିପାରିବ ନାହିଁ ବୋଲି ସେ କହିଛନ୍ତି। ନାଗରିକ ସଂଶୋଧନ ଆଇନକୁ ନେଇ ଦିଲ୍ଲୀ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ, ଦିଲ୍ଲୀ ସିଲମପୁର ଏବଂ ଜାଫରାବାଦରେ ବିରୋଧ ପ୍ରଦର୍ଶନ ହୋଇଥିବା ବେଳେ ଶାହି ଇମାମ ଆଜି ଏପରି ମନ୍ତବ୍ୟ ଦେଇଛନ୍ତି।

ସେ କହିଛନ୍ତି, ସିଏଏ ଓ ଏନଆରସି ମଧ୍ୟରେ ପାର୍ଥକ୍ୟ ରହିଛି। ସିଏଏ ଆଇନରେ ପରିଣତ ହୋଇଛି। ଏନଆରସି ବାବଦରେ ଘୋଷଣା ହୋଇଛି ହେଲେ ଆଇନରେ ପରିଣତ ହୋଇନି। ସିଏଏ ଅନୁଯାୟୀ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶର ମୁସଲମାନ ଶରଣାର୍ଥୀ ମାନଙ୍କୁ ନାଗରିକତ୍ୱ ମିଳିବ ନାହିଁ। ଏହି ନିୟମ ଭାରତରେ ରହୁଥିବା ମୁସଲମାନମାନଙ୍କ ଉପରେ ଲାଗୁ ନୁହେଁ।

ସୂଚନାଯୋଗ୍ୟ, ଦେଶରେ ଥିବା ଜମା ମସଜିଦର ମୁଖ୍ୟ ହେଉଛନ୍ତି ଇମାମ୍ ଅହମେଦ ବୁଖାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story