ବିଧାନପରିଷଦକୁ ଉଦ୍ଧବ ଠାକରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ମୁମ୍ୱାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଅନ୍ୟ ୮ ଜଣ ନିର୍ଦ୍ୱନ୍ଦରେ ବିଧାନପରିଷଦକୁ ନିର୍ବାଚିତ ହୋଇଛନ୍ତି। ଠାକରେଙ୍କ ବ୍ୟତୀତ ବିଧାନପରିଷଦର ଉପାଧ୍ୟକ୍ଷ ନୀଲମ ଗୋରହେ (ଶିବସେନା), ବିଜେପିର ଚାରି ପ୍ରାର୍ଥୀ ରଣଜିତ ସିହ୍ନା ମୋହିକେ ପାଟିଲ୍, ଗୋପିଚାନ୍ଦ ପଦଲକର, ପ୍ରବୀଣ ଦାଟକେ ଏବଂ ରମେଶ କରଦ; ଏନସିପିର ଶଶିକାନ୍ତ ସିନ୍ଧେ ଏବଂ ଅମୋଲ ମିତକରି ଏବଂ କଂଗ୍ରେସର ରାଜେଶ ରାଠୋଡ ବିଧାନପରିଷଦକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ମହାରାଷ୍ଟ୍ର ବିଧାନ ପରିଷଦରେ ଏପ୍ରିଲ ୨୪ରେ ୯ଟି ଆସନ […]

uddhav

uddhav

Subhransu Sekhar
  • Published: Thursday, 14 May 2020
  • Updated: 15 May 2020, 06:34 AM IST

Sports

Latest News

ମୁମ୍ୱାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଅନ୍ୟ ୮ ଜଣ ନିର୍ଦ୍ୱନ୍ଦରେ ବିଧାନପରିଷଦକୁ ନିର୍ବାଚିତ ହୋଇଛନ୍ତି। ଠାକରେଙ୍କ ବ୍ୟତୀତ ବିଧାନପରିଷଦର ଉପାଧ୍ୟକ୍ଷ ନୀଲମ ଗୋରହେ (ଶିବସେନା), ବିଜେପିର ଚାରି ପ୍ରାର୍ଥୀ ରଣଜିତ ସିହ୍ନା ମୋହିକେ ପାଟିଲ୍, ଗୋପିଚାନ୍ଦ ପଦଲକର, ପ୍ରବୀଣ ଦାଟକେ ଏବଂ ରମେଶ କରଦ; ଏନସିପିର ଶଶିକାନ୍ତ ସିନ୍ଧେ ଏବଂ ଅମୋଲ ମିତକରି ଏବଂ କଂଗ୍ରେସର ରାଜେଶ ରାଠୋଡ ବିଧାନପରିଷଦକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ମହାରାଷ୍ଟ୍ର ବିଧାନ ପରିଷଦରେ ଏପ୍ରିଲ ୨୪ରେ ୯ଟି ଆସନ ଖାଲି ହୋଇଥିଲା। ଏହି ସମସ୍ତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଆଜି ପ୍ରାର୍ଥପତ୍ର ପ୍ରତ୍ୟାହାର ତାରିଖ ଥିଲା। କେହି ପ୍ରାର୍ଥୀପତ୍ର ପ୍ରତ୍ୟାହାର ନକରିବା ପରେ ବିନା ନିର୍ବାଚନରେ ଏହି ୯ ପ୍ରାର୍ଥୀ ବିଧାନପରିଷଦକୁ ନିର୍ବାଚିତ ହୋଇଛନ୍ତି।

ମେ’ ୧୦ରେ କଂଗ୍ରେସ ଗୋଟିଏ ସ୍ଥାନରେ ପ୍ରାର୍ଥୀପତ୍ର ଦେବ ବୋଲି ନିଷ୍ପତ୍ତି ନେଇଥିଲା। ଏହାପରେ ବିନା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଓ ଏହି ୮ ପ୍ରାର୍ଥୀ ବିଧାନ ପରିଷଦକୁ ନିର୍ବାଚିତ ହେବା ବାଟ ପରିଷ୍କାର ହୋଇଥିଲା।

ଗତବର୍ଷ ନଭେମ୍ୱର ୨୮ରେ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ମେ’ ୨୮ ସୁଦ୍ଧା ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ପଦବୀରେ ରହିବାକୁ ହେଲେ ବିଧାନସଭା କିମ୍ୱା ବିଧାନ ପରିଷଦରୁ ନିର୍ବାଚିତ ହେବାର ଥିଲା। ପୂର୍ବ ଯୋଜନା ଅନୁଯାୟୀ ୨୪ ଏପ୍ରିଲରେ ବିଧାନସଭା ନିର୍ବାଚନ ହୋଇଥାନ୍ତା। ହେଲେ କରୋନା ମହାମାରୀ ପାଇଁ ସମସ୍ତ ପ୍ରକ୍ରିୟା ବାତିଲ୍ ହୋଇଥିଲା। ଏହାପରେ ରାଜ୍ୟପାଳ ବିଧାନ ପରିଷଦ ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story