ଜିତିଲେ ବସୁନ୍ଧରା ରାଜେ, ହାରିଲେ ମାନଭେନ୍ଦ୍ର ସିଂହ

ନୂଆଦିଲ୍ଲୀ: ରାଜସ୍ଥାନରେ ବିଜେପି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ହେଁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନିଜର ମାନ ରଖିଛନ୍ତି। ସେ ବିଜେପିରୁ ବିଦ୍ରୋହ ଘୋଷଣା କରି କଂଗ୍ରେସ ପ୍ରାର୍ଥୀ ହୋଇଥିବା ମାନଭେନ୍ଦ୍ର ସିଂହଙ୍କୁ ଝଲରାପଟନ ଆସନରେ ପରାସ୍ତ କରିଛନ୍ତି। ମାନଭେନ୍ଦ୍ର ସିଂହ ହେଉଛନ୍ତି ପୂର୍ବତନ ବିଜେପି ନେତା ଯଶବନ୍ତ ସିଂହଙ୍କ ପୁଅ। ରାଜସ୍ଥାନରେ କଂଗ୍ରେସ ୧୦୨, ବିଜେପି ୭୨, ବିଏସ୍‌ପି ୫ ଓ ଅନ୍ୟାନ୍ୟ ଦଳ ୨୦ଟି ଆସନରେ ଆଗୁଆ ଅଛନ୍ତି। ରାଜସ୍ଥାନ ବିଧାନସଭାର ୧୯୯ରେ ସରକାର ଗଠନ […]

t

t

Subrat Kumar Nayak
  • Published: Tuesday, 11 December 2018
  • Updated: 11 December 2018, 03:07 PM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନରେ ବିଜେପି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ହେଁ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ନିଜର ମାନ ରଖିଛନ୍ତି। ସେ ବିଜେପିରୁ ବିଦ୍ରୋହ ଘୋଷଣା କରି କଂଗ୍ରେସ ପ୍ରାର୍ଥୀ ହୋଇଥିବା ମାନଭେନ୍ଦ୍ର ସିଂହଙ୍କୁ ଝଲରାପଟନ ଆସନରେ ପରାସ୍ତ କରିଛନ୍ତି। ମାନଭେନ୍ଦ୍ର ସିଂହ ହେଉଛନ୍ତି ପୂର୍ବତନ ବିଜେପି ନେତା ଯଶବନ୍ତ ସିଂହଙ୍କ ପୁଅ।
ରାଜସ୍ଥାନରେ କଂଗ୍ରେସ ୧୦୨, ବିଜେପି ୭୨, ବିଏସ୍‌ପି ୫ ଓ ଅନ୍ୟାନ୍ୟ ଦଳ ୨୦ଟି ଆସନରେ ଆଗୁଆ ଅଛନ୍ତି। ରାଜସ୍ଥାନ ବିଧାନସଭାର ୧୯୯ରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୦୦।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story