କୋଲ୍ ବ୍ଲକ୍ ଘୋଟାଲା: ମନମୋହନଙ୍କୁ ସମନ କରିବାକୁ କୋର୍ଟରେ ମଧୁ କୋଡ଼ାଙ୍କ ଆବେଦନ

ନୂଆଦିଲ୍ଲୀ: କୋଲ୍ ବ୍ଲକ୍ ଘୋଟାଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଅଭିଯୁକ୍ତ ଭାବେ ସମନ ଜାରି କରାଯାଉ। ଏହି ଦାବି କରିଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା। ଏନେଇ ସେ ଆଜି ଏକ ସ୍ୱତନ୍ତ୍ର କୋର୍ଟରେ ଏକ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ମଧୁ କୋଡ଼ା ମଧ୍ୟ କୋଲ୍ ବ୍ଲକ୍ ଆବଣ୍ଟନ ଦୁର୍ନୀତିର ଅଭିଯୁକ୍ତ ଅଛନ୍ତି। ଏହି ଦୁର୍ନୀତି ବେଳେ ସେ କୋଇଲା ମନ୍ତ୍ରୀ ଥିଲେ। କୋଡ଼ାଙ୍କ ଆବେଦନର ଏକ ନକଲ ସିବିଆଇ ନିକଟକୁ ପଠାଇ ଦିଆଯାଇଛି। […]

manmohankoda

Rakesh Mallick
  • Published: Monday, 17 August 2015
  • , Updated: 17 August 2015, 09:45 AM IST

ନୂଆଦିଲ୍ଲୀ: କୋଲ୍ ବ୍ଲକ୍ ଘୋଟାଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଅଭିଯୁକ୍ତ ଭାବେ ସମନ ଜାରି କରାଯାଉ। ଏହି ଦାବି କରିଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ା। ଏନେଇ ସେ ଆଜି ଏକ ସ୍ୱତନ୍ତ୍ର କୋର୍ଟରେ ଏକ ଆବେଦନ କରିଛନ୍ତି।

ସୂଚନାଯୋଗ୍ୟ, ମଧୁ କୋଡ଼ା ମଧ୍ୟ କୋଲ୍ ବ୍ଲକ୍ ଆବଣ୍ଟନ ଦୁର୍ନୀତିର ଅଭିଯୁକ୍ତ ଅଛନ୍ତି। ଏହି ଦୁର୍ନୀତି ବେଳେ ସେ କୋଇଲା ମନ୍ତ୍ରୀ ଥିଲେ।

କୋଡ଼ାଙ୍କ ଆବେଦନର ଏକ ନକଲ ସିବିଆଇ ନିକଟକୁ ପଠାଇ ଦିଆଯାଇଛି। ଏନେଇ ଜବାବ ଦାଖଲ କରିବାକୁ କୋର୍ଟ ସିବିଆଇକୁ କହିଛନ୍ତି।

ଏହି ପ୍ରସଙ୍ଗରେ ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୮ ତାରିଖରେ ହେବ।

Related story