କୋଲ୍‌ ବ୍ଲକ୍ ଦୁର୍ନୀତି: ନବୀନ ଜିନ୍ଦଲଙ୍କ ନାଁରେ ଶେଷ ରିପୋର୍ଟ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ: କୋଲ୍ ବ୍ଲକ୍‌ ଆବଣ୍ଟନ ଦୁର୍ନୀତି ମାମଲାରେ ଆଜି ସିବିଆଇ ପକ୍ଷରୁ କଂଗ୍ରେସ ନେତା ତଥା ଶିଳ୍ପପତି ନବୀନ ଜିନ୍ଦଲଙ୍କ ନାଁରେ ସ୍ୱତନ୍ତ୍ର କୋର୍ଟରେ ଶେଷ ରିପୋର୍ଟ ଦାଖଲ କରାଯାଇଛି। ଜିନ୍ଦଲଙ୍କ ସହିତ ପୂର୍ବତନ କୋଇଲା ରାଷ୍ଟ୍ରମନ୍ତ୍ରୀ ଦଶାରୀ ନାରାୟଣ ରାଓ ଓ ଅନ୍ୟମାନଙ୍କ ନାଁରେ ବି ଶେଷ ରିପୋର୍ଟ ଦାଖଲ କରିଛି ସିବିଆଇ। ତେବେ ରିପୋର୍ଟକୁ ସଠିକ୍ ଢଙ୍ଗରେ ଦାଖଲ କରାଯାଇ ନ ଥିବାରୁ ସ୍ୱତନ୍ତ୍ର ବିଚାପତି ଭରତ ପରାଶର ତଦନ୍ତକାରୀ ଅଧିକାରୀଙ୍କ ଉପରେ ବିରକ୍ତ […]

jindalnaveen

jindalnaveen

Rakesh Mallick
  • Published: Friday, 13 January 2017
  • Updated: 13 January 2017, 12:36 PM IST

Sports

Latest News

ନୂଆଦିଲ୍ଲୀ: କୋଲ୍ ବ୍ଲକ୍‌ ଆବଣ୍ଟନ ଦୁର୍ନୀତି ମାମଲାରେ ଆଜି ସିବିଆଇ ପକ୍ଷରୁ କଂଗ୍ରେସ ନେତା ତଥା ଶିଳ୍ପପତି ନବୀନ ଜିନ୍ଦଲଙ୍କ ନାଁରେ ସ୍ୱତନ୍ତ୍ର କୋର୍ଟରେ ଶେଷ ରିପୋର୍ଟ ଦାଖଲ କରାଯାଇଛି। ଜିନ୍ଦଲଙ୍କ ସହିତ ପୂର୍ବତନ କୋଇଲା ରାଷ୍ଟ୍ରମନ୍ତ୍ରୀ ଦଶାରୀ ନାରାୟଣ ରାଓ ଓ ଅନ୍ୟମାନଙ୍କ ନାଁରେ ବି ଶେଷ ରିପୋର୍ଟ ଦାଖଲ କରିଛି ସିବିଆଇ। ତେବେ ରିପୋର୍ଟକୁ ସଠିକ୍ ଢଙ୍ଗରେ ଦାଖଲ କରାଯାଇ ନ ଥିବାରୁ ସ୍ୱତନ୍ତ୍ର ବିଚାପତି ଭରତ ପରାଶର ତଦନ୍ତକାରୀ ଅଧିକାରୀଙ୍କ ଉପରେ ବିରକ୍ତ ହୋଇଥିଲେ ଏବଂ ଜାନୁଆରୀ ୨୩ ସୁଦ୍ଧା ସଠିକ୍ ଢଙ୍ଗରେ ଶେଷ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି କୋର୍ଟଙ୍କ ନିକଟରେ ଯେଉଁ ରିପୋର୍ଟ ଦାଖଲ କରାଯାଇଛି ସେଥିରେ ସିଏଫ୍‌ଏସ୍‌ଏଲ୍‌ ରିପୋର୍ଟ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ମାମଲାରେ ସିବିଆଇ ଶେଷ ରିପୋର୍ଟ ଦାଖଲ କରୁ ନ ଥିବା ଯୋଗୁଁ ପୂର୍ବରୁ କୋର୍ଟ ବିରକ୍ତି ପ୍ରକାଶ କରିଥିଲେ। ରିପୋର୍ଟ ଦାଖଲରେ ବିଳମ୍ବ ହେଉଥିବା ଯୋଗୁଁ ମାମଲାର ବିଚାରପ୍ରକ୍ରିୟା ବିଳମ୍ବିତ ହେଉଛି ବୋଲି କୋର୍ଟ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story