କେନ୍ଦ୍ରକୁ ବିରୋଧ କରିବାକୁ ଯାଇ ଫଶିଗଲେ କଂଗ୍ରେସ ନେତା ଶଶୀ ଥରୁର

ଥିରୁଅନନ୍ତପୁରମ: ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ନେଇ କେନ୍ଦ୍ରକୁ ବିରୋଧ କରିବାକୁ ଯାଇ ନିଜେ ଫସିଗଲେ କଂଗ୍ରେସ ସାଂସଦ ଶଶୀ ଥରୁର। ସିଏଏକୁ ନେଇ କେରଳର କୋଝିକୋଡରେ ହେବାକୁ ଥିବା ପ୍ରଦର୍ଶନ ବାବଦରେ ଶଶୀ ଥରୁର ଟୁଇଟ୍ କରିଥିଲେ। ଯେଉଁଥିରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଏବଂ ଅକ୍ସାଇ ଚୀନକୁ ଭାରତ ମାନଚିତ୍ରରୁ ବାଦ୍ ଦିଆଯାଇଥିଲା। ଏହାପରେ ଶଶୀ ଥରୁର ଟ୍ରୋଲ ହୋଇଥିଲେ। ବିଜେପି ମଧ୍ୟ ମଉକା ଦେଖି ଶଶୀ ଥରୁରଙ୍କୁ ଟାର୍ଗେଟ କରିଛି। ବିବାଦ […]

sashi

sashi

Subhransu Sekhar
  • Published: Saturday, 21 December 2019
  • Updated: 21 December 2019, 03:05 PM IST

Sports

Latest News

ଥିରୁଅନନ୍ତପୁରମ: ନାଗରିକତା ସଂଶୋଧନ ଆଇନ ଏବଂ ଏନଆରସିକୁ ନେଇ କେନ୍ଦ୍ରକୁ ବିରୋଧ କରିବାକୁ ଯାଇ ନିଜେ ଫସିଗଲେ କଂଗ୍ରେସ ସାଂସଦ ଶଶୀ ଥରୁର। ସିଏଏକୁ ନେଇ କେରଳର କୋଝିକୋଡରେ ହେବାକୁ ଥିବା ପ୍ରଦର୍ଶନ ବାବଦରେ ଶଶୀ ଥରୁର ଟୁଇଟ୍ କରିଥିଲେ। ଯେଉଁଥିରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ଏବଂ ଅକ୍ସାଇ ଚୀନକୁ ଭାରତ ମାନଚିତ୍ରରୁ ବାଦ୍ ଦିଆଯାଇଥିଲା। ଏହାପରେ ଶଶୀ ଥରୁର ଟ୍ରୋଲ ହୋଇଥିଲେ। ବିଜେପି ମଧ୍ୟ ମଉକା ଦେଖି ଶଶୀ ଥରୁରଙ୍କୁ ଟାର୍ଗେଟ କରିଛି। ବିବାଦ ବଢ଼ୁଥିବା ଦେଖି ଶଶୀ ଥରରୁ ତାଙ୍କ ଟୁଇଟ୍ ଡିଲିଟ୍ କରି ଦେଇଥିଲେ।

ଶଶୀ ଥରୁର ଶୁକ୍ରବାର ବିଳମ୍ୱିତ ରାତିରେ ଏହି ଟୁଇଟ୍ କରିଥିଲେ। ଯେଉଁଥିରେ ସେ ଉଲ୍ଲେଖ କରିଥିଲେ, ଆସନ୍ତାକାଲି (ଶନିବାର) କେରଳ କଂଗ୍ରେସ କୋଝିକୋଡରେ ହେବାକୁ ଥିବା ପ୍ରଦର୍ଶନରେ ସେ ନେତୃତ୍ୱ ନେବେ। ଏହି ଟୁଇଟ୍ ସହିତ ଶଶୀ ଥରୁର ଏକ ପୋଷ୍ଟର ମଧ୍ୟ ପୋଷ୍ଟ କରିଥିଲେ। ଏହି ପୋଷ୍ଟରରେ ଭାରତର ନକ୍ସା ରହିଥିଲା। ଯେଉଁଥିରେ ପିଓକେରେ ଭାରତର ଅଂଶ ବୋଲି ଦର୍ଶାଯାଇନଥିଲା।

ବିଜେପି ମୁଖପାତ୍ର ସମ୍ୱିତ ପାତ୍ର ଟୁଇଟ୍ କରି କହିଥିଲେ, ଥରୁର କ୍ଷମା ମାଗିବା ଦରକାର। କଂଗ୍ରେସ ଓ ତାଙ୍କର କର୍ମୀ ଯେଉଁ ଭାରତ ମାନଚିତ୍ରର ବିଜ୍ଞାପନ କରୁଛନ୍ତି, ସେଥିରେ ଅନେକ ଅଂଶ କାହିଁକି ନାହିଁ ? ଏହା କ’ଣ ଭାରତକୁ ବିଭାଜନ କରିବା ପାଇଁ କଂଗ୍ରେସର ଚିନ୍ତାଧାରା କି ବୋଲି ସମ୍ୱିତ ପାତ୍ର ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story