କଂଗ୍ରେସ ହାତରୁ ଖସିଲା ଆଉ ଏକ ବଡ଼ ରାଜ୍ୟ

ନୂଆଦିଲ୍ଲୀ: କର୍ଣ୍ଣାଟକା ବିଧାନସଭାରେ କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାର ଆସ୍ଥା ଭୋଟ୍ ହରାଇବା ପରେ ଦେଶରେ କଂଗ୍ରେସ ହାତରୁ ଆଉ ଗୋଟିଏ ରାଜ୍ୟ ଖସିଛି। ଏବେ ଦେଶର ୪ ରାଜ୍ୟ ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ଏବଂ ଗୋଟିଏ କେନ୍ଦ୍ର ରାଜ୍ୟ ପୁଡ଼ୁଚେରୀରେ କଂଗ୍ରେସ ସରକାର ରହିଛି। ଚଳିତ ବର୍ଷ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା। ଏବେ କର୍ଣ୍ଣାଟକା କଂଗ୍ରେସ ହାତରୁ ଖସିଯିବା ଦଳ ପାଇଁ ଶକ୍ତ ଧକ୍କା ହୋଇଛି। ଏବେ […]

sonia-rahul

sonia-rahul

Subhransu Sekhar
  • Published: Wednesday, 24 July 2019
  • Updated: 24 July 2019, 09:59 AM IST

Sports

Latest News

ନୂଆଦିଲ୍ଲୀ: କର୍ଣ୍ଣାଟକା ବିଧାନସଭାରେ କୁମାରସ୍ୱାମୀଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାର ଆସ୍ଥା ଭୋଟ୍ ହରାଇବା ପରେ ଦେଶରେ କଂଗ୍ରେସ ହାତରୁ ଆଉ ଗୋଟିଏ ରାଜ୍ୟ ଖସିଛି। ଏବେ ଦେଶର ୪ ରାଜ୍ୟ ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଏବଂ ଏବଂ ଗୋଟିଏ କେନ୍ଦ୍ର ରାଜ୍ୟ ପୁଡ଼ୁଚେରୀରେ କଂଗ୍ରେସ ସରକାର ରହିଛି।
ଚଳିତ ବର୍ଷ ହୋଇଥିବା ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ହୋଇଥିଲା। ଏବେ କର୍ଣ୍ଣାଟକା କଂଗ୍ରେସ ହାତରୁ ଖସିଯିବା ଦଳ ପାଇଁ ଶକ୍ତ ଧକ୍କା ହୋଇଛି। ଏବେ କେନ୍ଦ୍ରରେ କ୍ଷମତାସୀନ ବିଜେପି ଦେଶର ୧୬ଟି ରାଜ୍ୟରେ କ୍ଷମତାରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story