କେନ୍ଦ୍ରର ଆର୍ଥିକ ପ୍ୟାକେଜକୁ ‘ଜୁମଲା’ କହିଲା କଂଗ୍ରେସ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଦ୍ୱାରା ଘୋଷଣା କରାଯାଇଥିବା ୨୦ ଲକ୍ଷ କୋଟିର ପ୍ୟାକେଜ ଜୁମଲା ବା (ଫମ୍ପା)। ଏହି ପ୍ୟାକଜ ଦ୍ୱାରା ଚାଷୀମାନେ ସିଧାସଳଖ ଲାଭବାନ ହେବେ ନାହିଁ କି ଦେଶବାସୀ ଉପକୃତ ହେବେ ନାହିଁ ବୋଲି କଂଗ୍ରେସ ନେତା ରଣଦୀପ ସୁରଜେଓ୍ୱାଲା କହିଛନ୍ତି। ଏହି ପ୍ୟାକେଜର ରିଏଲଟି ବା ବାସ୍ତବତା କିଛି ନାହିଁ ବୋଲି ସେ କହିଛନ୍ତି। ପୂର୍ବ ପ୍ୟାକେଜକୁ ରିପ୍ୟାକେଜିଂ କରି ପୁଣିଥରେ ଲୋକଙ୍କ ଆଗରେ ରଖାଯାଇଛି। ଏଥିପାଇଁ କେନ୍ଦ୍ର […]

Randeep_Singh_Surjewala

Randeep_Singh_Surjewala

Subhransu Sekhar
  • Published: Friday, 15 May 2020
  • Updated: 15 May 2020, 09:10 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଦ୍ୱାରା ଘୋଷଣା କରାଯାଇଥିବା ୨୦ ଲକ୍ଷ କୋଟିର ପ୍ୟାକେଜ ଜୁମଲା ବା (ଫମ୍ପା)। ଏହି ପ୍ୟାକଜ ଦ୍ୱାରା ଚାଷୀମାନେ ସିଧାସଳଖ ଲାଭବାନ ହେବେ ନାହିଁ କି ଦେଶବାସୀ ଉପକୃତ ହେବେ ନାହିଁ ବୋଲି କଂଗ୍ରେସ ନେତା ରଣଦୀପ ସୁରଜେଓ୍ୱାଲା କହିଛନ୍ତି।

ଏହି ପ୍ୟାକେଜର ରିଏଲଟି ବା ବାସ୍ତବତା କିଛି ନାହିଁ ବୋଲି ସେ କହିଛନ୍ତି। ପୂର୍ବ ପ୍ୟାକେଜକୁ ରିପ୍ୟାକେଜିଂ କରି ପୁଣିଥରେ ଲୋକଙ୍କ ଆଗରେ ରଖାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର ବୋଲି ଏହି କଂଗ୍ରେସ ନେତା କହିଛନ୍ତି।

ସୂଚନାଯୋଗ୍ୟ, ଆଜି କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିର୍ଭର ଭାରତ ଅଭିଯାନର ତୃତୀୟ ପର୍ଯ୍ୟାୟରେ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜରେ କୃଷି ଭିତ୍ତିଭୂମି ପାଣ୍ଠି ଓ ଦେଶର କୃଷି ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କା ଘୋଷଣା ହୋଇଛି। ମାଛ ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ୨୦ ହଜାର କୋଟି, ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ଦୁଗ୍ଧ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ୧୫ ହଜାର କୋଟି, ଲଘୁ ଖାଦ୍ୟ ଉଦ୍ୟୋଗ ପାଇଁ ୧୦ ହଜାର କୋଟିର ଘୋଷଣା ହୋଇଛି। ଏହା ସହିତ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ସଂଶୋଧନ ଚାଷୀଙ୍କ ଉତ୍ପାଦକୁ ବଢାଇବ ଏବଂ ଚାଷୀଙ୍କୁ ତାଙ୍କର ଉପଯୁକ୍ତ ପ୍ରାପ୍ୟ ମିଳିବ ବୋଲି ସରକାର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story