'ଠାକରେ ଏବଂ ପାଓ୍ୱାର ବ୍ରାଣ୍ଡକୁ ଧ୍ୱଂସ କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି'

ମୁମ୍ୱାଇ: ଶିବସେନାର ମୁଖପାତ୍ର ‘ସାମ୍ନା’ ଖବରକାଗଜରେ ସାଂସଦ ସଞ୍ଜୟ ରାଉତ ଏକ ଆଲେଖ୍ୟ ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ମୁମ୍ବାଇକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି। ‘ମରାଠୀ ଗର୍ବ’ ଆହ୍ୱାନ ଦେଇ ରାଉତ ବଲିଉଡର ସୁପରଷ୍ଟାର କଙ୍ଗନା ରଣାଓ୍ୱତଙ୍କୁ ବିଜେପି ସମର୍ଥନ କରୁଥିବାରୁ ସେ ନିନ୍ଦା କରିଛନ୍ତି। ଯିଏକି ମୁମ୍ବାଇକୁ ‘ପିଓକେ’, ତାଲିବାନ ଏବଂ ପରେ ବାବର ବୋଲି କହିଥିଲେ। ବିଜେପି ଏଭଳି ବ୍ୟକ୍ତିଙ୍କୁ ସମର୍ଥନ କରି ରାଜନୀତି କରୁଛି ବୋଲି ସେ ଲେଖିଛନ୍ତି। ମୁମ୍ବାଇ […]

udhav pawar

udhav pawar

Subhransu Sekhar
  • Published: Sunday, 13 September 2020
  • Updated: 13 September 2020, 11:59 AM IST

Sports

Latest News

ମୁମ୍ୱାଇ: ଶିବସେନାର ମୁଖପାତ୍ର 'ସାମ୍ନା' ଖବରକାଗଜରେ ସାଂସଦ ସଞ୍ଜୟ ରାଉତ ଏକ ଆଲେଖ୍ୟ ଲେଖିଛନ୍ତି। ଯେଉଁଥିରେ ସେ କହିଛନ୍ତି ମୁମ୍ବାଇକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ହୋଇଛି।

‘ମରାଠୀ ଗର୍ବ’ ଆହ୍ୱାନ ଦେଇ ରାଉତ ବଲିଉଡର ସୁପରଷ୍ଟାର କଙ୍ଗନା ରଣାଓ୍ୱତଙ୍କୁ ବିଜେପି ସମର୍ଥନ କରୁଥିବାରୁ ସେ ନିନ୍ଦା କରିଛନ୍ତି। ଯିଏକି ମୁମ୍ବାଇକୁ ‘ପିଓକେ’, ତାଲିବାନ ଏବଂ ପରେ ବାବର ବୋଲି କହିଥିଲେ। ବିଜେପି ଏଭଳି ବ୍ୟକ୍ତିଙ୍କୁ ସମର୍ଥନ କରି ରାଜନୀତି କରୁଛି ବୋଲି ସେ ଲେଖିଛନ୍ତି। ମୁମ୍ବାଇ ବିରୋଧରେ ଏକ ଅଜ୍ଞାତ ଶକ୍ତି ଷଡଯନ୍ତ୍ର କରୁଛି। ମରାଠୀ ବ୍ୟକ୍ତି ଏହାକୁ ବ୍ୟବସ୍ଥିତ ଭାବରେ ତୁଲାଇବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ସେ ଲେଖିଛନ୍ତି।

“ସୁଶାନ୍ତ ସିଂ ରାଜପୁତ ଏବଂ କଙ୍ଗନାଙ୍କୁ ସମର୍ଥନ କରି ସେମାନେ ବିହାର ନିର୍ବାଚନରେ ​​ଜିତିବାକୁ ଚାହୁଁଛନ୍ତି। ବିହାରର ରାଜପୁତଙ୍କ ଭୋଟ୍ ହାତେଇବା ପାଇଁ ବିଜେପି ଏଭଳି ସଂଘର୍ଷ କରୁଛି ବୋଲି ଶିବସେନା ସାଂସଦ କହିଛନ୍ତି।

ମହାରାଷ୍ଟ୍ରର ଆତ୍ମ ସମ୍ମାନ ହେଉଠି ‘ଠାକରେ’ ବ୍ରାଣ୍ଡ। ପାଓ୍ୱାର ମଧ୍ୟ ଅନ୍ୟତମ ବ୍ରାଣ୍ଡ। ମୁମ୍ବାଇରୁ ଏହି ବ୍ରାଣ୍ଡକୁ ଧ୍ୱଂସ କରି ନିଜ ନିୟନ୍ତ୍ରଣକୁ ନେବା ପାଇଁ ଷଡଯନ୍ତ୍ର ହୋଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story