ଭୁଲରେ ଆସିଯାଇଥିଲା ୪୦ ଲକ୍ଷ, ଖର୍ଚ୍ଚ କଲେ ଜେଲ୍‌ ଗଲେ

ତିରୁପୁର: ୨୦୧୨ ମସିହାରେ ଜଣେ ଏଲ୍‌ଆଇସି ଏଜେଣ୍ଟ ଭି ଗୁଣଶେଖରନ୍‌ଙ୍କ ଆକାଣ୍ଟକୁ ୪୦ ଲକ୍ଷ ଟଙ୍କା ଆସିଯିବା ପରେ ସେ ଏକପ୍ରକାର ଆକାଶରେ ଉଡ଼ିବାକୁ ଆରମ୍ଭ କରିଥିଲେ। କଉଠୁ ଏତେ ଟଙ୍କା ଆସିଲା ନବୁଝି ପତ୍ନୀ ରାଧା ଏବଂ ଗୁଣଶେଖରନ୍‌ କିଣାକିଣିର ତାଲିକା ବନାଇବା ଆରମ୍ଭ କରିଥିଲେ। ବିଭିନ୍ନ ସମ୍ପତ୍ତି କିଣାର ସ୍ୱପ୍ନ ପୂରଣଠାରୁ ଆରମ୍ଭ କରି ଝିଅ ବାହାଘର ସବୁ ସେଥିରେ ଚଳିଗଲା। କିନ୍ତୁ ଆଇନର ଲମ୍ବା ହାତରୁ ଏ ଦୁହେଁ ବେଶି ଦିନ ଦୂରେଇ […]

jaill

jaill

Subrat Kumar Nayak
  • Published: Wednesday, 18 September 2019
  • Updated: 18 September 2019, 04:44 PM IST

Sports

Latest News

ତିରୁପୁର: ୨୦୧୨ ମସିହାରେ ଜଣେ ଏଲ୍‌ଆଇସି ଏଜେଣ୍ଟ ଭି ଗୁଣଶେଖରନ୍‌ଙ୍କ ଆକାଣ୍ଟକୁ ୪୦ ଲକ୍ଷ ଟଙ୍କା ଆସିଯିବା ପରେ ସେ ଏକପ୍ରକାର ଆକାଶରେ ଉଡ଼ିବାକୁ ଆରମ୍ଭ କରିଥିଲେ। କଉଠୁ ଏତେ ଟଙ୍କା ଆସିଲା ନବୁଝି ପତ୍ନୀ ରାଧା ଏବଂ ଗୁଣଶେଖରନ୍‌ କିଣାକିଣିର ତାଲିକା ବନାଇବା ଆରମ୍ଭ କରିଥିଲେ। ବିଭିନ୍ନ ସମ୍ପତ୍ତି କିଣାର ସ୍ୱପ୍ନ ପୂରଣଠାରୁ ଆରମ୍ଭ କରି ଝିଅ ବାହାଘର ସବୁ ସେଥିରେ ଚଳିଗଲା। କିନ୍ତୁ ଆଇନର ଲମ୍ବା ହାତରୁ ଏ ଦୁହେଁ ବେଶି ଦିନ ଦୂରେଇ ରହିପାରିଲେନି।

ଭୁଲରେ ଆସିଯାଇଥିବା ଟଙ୍କା ଖର୍ଚ୍ଚ କରିଦେଇଥିବାରୁ ସୋମବାର ଏକ ଟ୍ରାଏଲ କୋର୍ଟ ଏହି ଦମ୍ପତିଙ୍କୁ ୩ ବର୍ଷ ପାଇଁ ଜେଲ୍‌କୁ ପଠାଇଦେଇଛନ୍ତି।

ପ୍ରକୃତରେ ଏହି ଟଙ୍କା ସ୍ଥାନୀୟ ସାଂସଦ ଏବଂ ବିଧାୟକଙ୍କ ପାଣ୍ଠିରୁ ପୂର୍ତ୍ତ ବିଭାଗ ଆକାଉଣ୍ଟକୁ ଆସିବାର ଥିଲା। କିନ୍ତୁ ବିଭାଗୀୟ ଅଧିକାରୀ ପିଡବ୍ଲୁଡି କାର୍ଯ୍ୟନିର୍ବାହୀ ଇଞ୍ଜିନିୟରଙ୍କ ବଦଳରେ ଗୁଣଶେଖରନ୍‌ଙ୍କ ଆକାଣ୍ଟ ନମ୍ବର ଦେଇ ଦେଇଥିଲେ। ତେବେ ଏଭଳି ଅଜବ ଘଟଣା ହେବାର ୮ ମାସ ଯାଏ ସରକାରୀ ଲୋକେ କିଛି ଜାଣି ନଥିଲେ। ସେମାନେ ଯେତେବେଳେ ଜାଣିବାକୁ ପାଇଥିଲେ, ତୁରନ୍ତ ବ୍ୟାଙ୍କ ଯାଇଥିଲେ। କିନ୍ତୁ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା, ଏହି ଟଙ୍କା କ୍ରେଡିଟ୍‌ ହୋଇଯାଇଛି।

ଏହାପରେ ବ୍ୟାଙ୍କ ର ବରିଷ୍ଠ ଅଧିକାରୀମାନା ଗୁଣଶେଖରନ୍‌ଙ୍କୁ ଟଙ୍କା ଫେରସ୍ତ କରିବାକୁ ଅନୁରୋଧ କରିଥିଲେ। କିନ୍ତୁ ଗୁଣଶେଖରନ୍‌ ଏପରି କରିବାରେ ବିଫଳ ହୋଇଥିଲେ। ଏହାପରେ କୋର୍ଟକୁ ମାମଲା ଯାଇଥିଲା ଏବଂ ଦମ୍ପତି ଜେଲ ଯିବା ନିଶ୍ଚିତ ହୋଇଥିଲା। ତେବେ ଏଭଳି କ୍ଷେତ୍ରରେ ଯେକେହି ଭୁଲରେ ଅର୍ଥ ଗ୍ରହଣ କରିଥିବେ, ସେ ବ୍ୟାଙ୍କକୁ ଜଣାଇଦେବା ଉଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story