ଦେଶରେ ୧୦ ହଜାର ଆକ୍ରାନ୍ତ, ଗଲାଣି ୩୫୩ ଜୀବନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ୍‌ର ଅବଧି ବୃଦ୍ଧି କରିବା ଦିନ ହିଁ ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି। ଏବେ ଦେଶରେ ୧୦,୮୧୫ କରୋନା ଆକ୍ରାନ୍ତ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିସହ ମୃତକଙ୍କ ସଂଖ୍ୟା ୩୫୩ରେ ପହଞ୍ଚିଛି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ କହିଛନ୍ତି, ଦେଶର ୧୧୮୯ ଜଣ କରୋନା ମହାମାରୀରୁ […]

Corona

Corona

Subrat Kumar Nayak
  • Published: Tuesday, 14 April 2020
  • Updated: 14 April 2020, 09:27 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ୍‌ର ଅବଧି ବୃଦ୍ଧି କରିବା ଦିନ ହିଁ ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିଛି। ଏବେ ଦେଶରେ ୧୦,୮୧୫ କରୋନା ଆକ୍ରାନ୍ତ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିସହ ମୃତକଙ୍କ ସଂଖ୍ୟା ୩୫୩ରେ ପହଞ୍ଚିଛି।

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ କହିଛନ୍ତି, ଦେଶର ୧୧୮୯ ଜଣ କରୋନା ମହାମାରୀରୁ ସୁସ୍ଥ ହୋଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ଦେଶରେ ୬୦୨ କୋଭିଡ୍‌-୧୯ ହସ୍ପିଟାଲ ପ୍ରସ୍ତୁତ ରହିଛି। ଏଥିରେ ୧୦୬,୭୧୯ ଆଇସୋଲେସନ୍‌ ବେଡ୍‌ ଏବଂ ୧୨ ହଜାର ଆଇସିୟୁ ବେଡ୍‌ ରହିଛି। ଏଥିସହ ଆଇସିଏମ୍‌ଆର ପକ୍ଷରୁ ରମନ୍‌ ଆର ଗଙ୍ଗାଖେଦକର କହିବା ଅନୁଯାୟୀ, ଗତକାଲି ଯାଏ ଭାରତରେ ୨,୩୧,୯୦୨ ନମୁନା ପରୀକ୍ଷା କରାଯାଇସାରିଛି।

ଗତ ୨୪ ଘଣ୍ଟାରେ ୧,୪୬୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଅନ୍ୟପକ୍ଷରେ ୯,୨୭୨ ଜଣଙ୍କଠାରେ କରୋନା ପଜିଟିଭ୍‌ ରହିଛି। ଅନ୍ୟପକ୍ଷରେ ଜଣେ ରୋଗୀ ବିଦେଶକୁ ଯାଇସାରିଛନ୍ତି।

ଏବେ ମଧ୍ୟ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ରହିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦୦ ଅତିକ୍ରମ କରିସାରିଛି। ମୁମ୍ବାଇରୁ ୧୦୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି। ଫଳରେ ମୋଟ ପଜିଟିଭ୍‌ଙ୍କ ସଂଖ୍ୟା ୨,୩୩୭କୁ ବୃଦ୍ଧି ପାଇଛି। ଏହି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୬୦ରେ ପହଞ୍ଚିଛି।

ମହାରାଷ୍ଟ୍ର ଏବଂ ଦିଲ୍ଲୀ ବ୍ୟତୀତ ଅନ୍ୟ ସର୍ବାଧିକ ପ୍ରଭାବିତ ରାଜ୍ୟଗୁଡିକ ହେଉଛି ଗୁଜୁରାଟ (୨୬), ତେଲେଙ୍ଗାନା (୧୭), ମଧ୍ୟପ୍ରଦେଶ (୫୦), ପଞ୍ଜାବ (୧୨), କର୍ଣ୍ଣାଟକ (୬), ପଶ୍ଚିମବଙ୍ଗ (୭), ଜାମ୍ମୁ କାଶ୍ମୀର (୪), ଉତ୍ତରପ୍ରଦେଶ (୫) କେରଳ (୩), ଝାରଖଣ୍ଡ (୨), ଆନ୍ଧ୍ରପ୍ରଦେଶ (୯) ରାଜସ୍ଥାନ (୩) ହରିୟାଣା (୩) ଏବଂ ତାମିଲନାଡ଼ୁ (୧୧)। ବିହାର, ଓଡ଼ିଶା, ଆସାମ ଏବଂ ହିମାଚଳ ପ୍ରଦେଶରେ ଜଣେ ଲେଖାଏ କରୋନା ଜନିତ ମୃତ୍ୟୁ ହୋଇଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story