ଔଷଧକୁ ନେଇ ମିଛ ବିଜ୍ଞାପନ ଦେଲେ ରୁଜୁ ହେବ ଅପରାଧିକ ମାମଲା!

ନୂଆଦିଲ୍ଲୀ: ଔଷଧ ବିକିବା ନାଁରେ ମିଛ ବିଜ୍ଞାପନ କିମ୍ୱା ଅତି ରଞ୍ଜିତ କରି ବିଜ୍ଞାପନ ଦେଲେ ଉକ୍ତ ଔଷଧ କମ୍ପାନୀ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇପାରେ। ସରକାର ଏହି ସବୁ ପ୍ରକାର ବିଜ୍ଞାପନ ଉପରେ ଲଗାମ ଲଗାଇବାକୁ ଯାଇ ପୁରୁଣା ଆଇନର ସଂଶୋଧନ କରିବେ ବୋଲି ବିଚାର କରୁଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି। ଏବେ ଅନେକ ବିଜ୍ଞାପନ ଟିଭି, ଖବର କାଗଜ ଏବଂ ଡିଜିଟାଲ […]

Medicine

Medicine

Subhransu Sekhar
  • Published: Wednesday, 25 December 2019
  • Updated: 25 December 2019, 02:21 PM IST

Sports

Latest News

ନୂଆଦିଲ୍ଲୀ: ଔଷଧ ବିକିବା ନାଁରେ ମିଛ ବିଜ୍ଞାପନ କିମ୍ୱା ଅତି ରଞ୍ଜିତ କରି ବିଜ୍ଞାପନ ଦେଲେ ଉକ୍ତ ଔଷଧ କମ୍ପାନୀ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇପାରେ। ସରକାର ଏହି ସବୁ ପ୍ରକାର ବିଜ୍ଞାପନ ଉପରେ ଲଗାମ ଲଗାଇବାକୁ ଯାଇ ପୁରୁଣା ଆଇନର ସଂଶୋଧନ କରିବେ ବୋଲି ବିଚାର କରୁଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ଅଧିକାରୀ ନାମ ଗୋପନ ରଖି ସୂଚନା ଦେଇଛନ୍ତି।

ଏବେ ଅନେକ ବିଜ୍ଞାପନ ଟିଭି, ଖବର କାଗଜ ଏବଂ ଡିଜିଟାଲ ମିଡିଆରେ ଚାଲିଛି ଯାହାକି ମଣିଷର ଦୁର୍ବଳତାର ଫଇଦା ନେଉଛି। ମୁଖ୍ୟତଃ ଶାରୀରିକ ସମ୍ପର୍କ ବେଳେ ଉପୁଜୁଥିବା ବାଧାର ସମାଧାନ କରିବାକୁ ଯାଇ ଅନେକ ଔଷଧ, ମଲମ ବିକ୍ରି ହେଉଛି। ଯାହାର ପରିଣାମକୁ ଅତି ରଞ୍ଜିତ କରି ବିଜ୍ଞାପନରେ ଦେଖାଉଛନ୍ତି ଔଷଧ କମ୍ପାନୀମାନେ। ଏମିତିକି ଏହି ସବୁ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା ବେଳେ ଔଷଧ କମ୍ପାନୀ ମାନେ ଏ ବାବଦରେ ଗ୍ରାହକଙ୍କୁ ସୂଚନା ଦେଉନଥିବା ସରକାର ଜାଣିବାକୁ ପାଇଛନ୍ତି। ଏହାବ୍ୟତୀତ କାଶ, କ୍ୟାନସର ଆଦି ଅନେକ ରୋଗ ପାଇଁ ଯେଉଁ ବିଜ୍ଞାପନ ଔଷଧ କମ୍ପାନୀମାନେ ଦେଉଛନ୍ତି ସେଥିରେ ଅନେକ ମିଛ କଥା କୁହାଯାଉଛି ବୋଲି ଜଣାପଡ଼ିଛି।

ତେଣୁ ସରକାର ଏବେ ଏହି ବିଜ୍ଞାପନ ଆଇନର ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୋଟିଏ କମିଟି ମଧ୍ୟ ଗଠନ ହୋଇଛି। ଏହି କମିଟି ନୂଆ ଆଇନ ବାବଦରେ ସରକାରଙ୍କୁ ଏକ ପ୍ରସ୍ତାବ ଦେବ। ଏହାପରେ ସରକାର ନୂଆ ଆଇନ ଲାଗୁ ବାବଦରେ ବିଚାର ବିମର୍ଶ କରି ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ନୂଆ କମିଟିର ଜଣେ ସଦସ୍ୟ କହିଛନ୍ତି, ପୁରୁଣା ଆଇନ ଅନୁଯାୟୀ ଅତି ରଞ୍ଜିତ କରି ବିଜ୍ଞାପନ ଦେଉଥିବା ଔଷଧ କମ୍ପାନୀମାନେ ମାତ୍ର ୫୦୦ ଟଙ୍କା ଦେଇ ଖସି ଯାଉଛନ୍ତି। ତେଣୁ ଏଥିରେ ବଡ଼ ଧରଣର ପରିବର୍ତ୍ତନ ହେବ। ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ମନ୍‌ଦୀପ ଭଣ୍ଡାରୀଙ୍କ ଅଧ୍ୟକ୍ଷତାରେ ଡିସେମ୍ୱର ୧୩ରେ ଏକ ବୈଠକ ବସିଥିଲା। ଯେଉଁଥିରେ ୧୯୫୪ର ଡ୍ରଗ୍ସ ଏବଂ ମ୍ୟାଜିକ ରିମେଡିଜ୍ ଆଇନର ପରିବର୍ତ୍ତନ କରାଯିବ ବୋଲି ଆଲୋଚନା ହୋଇଛି ବୋଲି ସେ କହିଛନ୍ତି।

ବର୍ତ୍ତମାନର ନିୟମ ଅନୁଯାୟୀ ଭୁଲ ବିଜ୍ଞାପନ ଦେଇ ପ୍ରଥମ ଥର ପାଇଁ ଧରାପଡ଼ିଥିବା ଔଷଧ କମ୍ପାନୀର ଶୀର୍ଷ ଅଧିକାରୀ କିମ୍ୱା ମାଲିକଙ୍କୁ ୬ ମାସ ଜେଲ୍ ହେଉଛି, ନଚେତ ଜୋରିମାନା। ଦ୍ୱିତୀୟ ଥର ପାଇଁ ସମାନ ମାମଲାରେ ଧରାପଡ଼ିଲେ ୧ ବର୍ଷ ପାଇଁ ଜେଲ୍ ଯିବାର ନିୟମ ରହିଛି। ଏବେ ଏହି ମାମଲାରେ ଅପରାଧିକ ମାମଲା ରୁଜୁ ହେବ ବୋଲି ଆକଳନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story