ଶ୍ରୀନଗରର କିଛି ଅଞ୍ଚଳରେ କର୍ଫ୍ୟୁ ଜାରି

ଶ୍ରୀନଗର: ଶ୍ରୀନଗରର କିଛି ସ୍ଥାନ ସହିତ କାଶ୍ମୀରର କିଛି ଜିଲ୍ଲାରେ ଆଜି କର୍ଫ୍ୟୁ ଜାରି କରାଯାଇଛି। ବିଚ୍ଛିନ୍ନତାବାଦୀମାନେ ଶ୍ରୀନଗରର ଜାମିଆ ମସ୍‌ଜିଦ୍‌ରେ ଏକ ସମାବେଶ କରିବାକୁ ଯୋଜନା କରୁଥିବା ଜଣାପଡ଼ିବା ପରେ କର୍ଫ୍ୟୁ ଜାରି କରାଯାଇଛି। ଶ୍ରୀନଗରର ସହରର ପାଞ୍ଚୋଟି ଥାନା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ସେହିପରି ଆଇନଶୃଙ୍ଖଳା ସ୍ଥିତିକୁ ବଜାୟ ରଖିବା ପାଇଁ କିଛି ଜିଲ୍ଲାରେ କଟକଣା ଜାରି କରାଯାଇଛି।

srinagar

Rakesh Mallick
  • Published: Friday, 11 November 2016
  • , Updated: 11 November 2016, 03:58 PM IST

Related story