ଦକ୍ଷିଣ ଇଣ୍ଡୋନେସିଆରେ ମଧ୍ୟମ ଧରଣର ଭୂମିକମ୍ପ
ଜାକ୍ରତା: ଦକ୍ଷିଣ ଇଣ୍ଡୋନେସିଆରେ ମଙ୍ଗଳବାର ସକାଳରେ ମଧ୍ୟମ ଧରଣରେ ଅନୁଭୂତ ହୋଇଛି ଭୂମିକମ୍ପ। ଏହି ଭୂମିକମ୍ପରେ କିଛି କ୍ଷୟ କ୍ଷତି ହୋଇନଥିବା ଆଭ୍ୟନ୍ତରୀଣ ମନ୍ତ୍ରାଣାୟ ସୂତ୍ରରୁ ସୂଚନା ଦିଆଯାଇଛି। ରିକ୍ଟର ସେଲରେ ଏହାର ତ୍ରୀବତା ୬.୦ ଥିବା ଜଣାପଡିଛି। ଏହି ଭୂମିକମ୍ପ ଉତ୍ତର ଦକ୍ଷିଣ ସାଙ୍ଘି ପ୍ରଦେଶରେ ୭୧ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ଦକ୍ଷିଣ ଇଣ୍ଡୋନେସିଆର ଆଭ୍ୟମନ୍ତ୍ରାଣାୟ ସୂତ୍ରରୁ ଜଣାପଡିଛି। ଏହି ଭୂମିକମ୍ପ ଯୋଗୁ ସୁନାମି ଆସିବାର ଭୟ ନଥିବା ଜଣାପଡିଛି।