ମୋଜାମ୍ବିକ୍ : ୪୧୭ ମୁଣ୍ଡ ନେଲାଣି ବାତ୍ୟା, ବ୍ୟାପୁଛି ହଇଜା

ମାପୁଟୋ: ଦକ୍ଷିଣ ଆଫ୍ରିକୀୟ ଦେଶ ମୋଜାମ୍ବିକରେ ପ୍ରଳୟଙ୍କରୀ ବାତ୍ୟାରେ ମୃତକଙ୍କ ସଂଖ୍ୟା ୪୧୭ରେ ପହଞ୍ଚିଛି । ବର୍ତ୍ତମାନ ମଧ୍ୟ ସ୍ଥିତି ସାଂଘାତିକ ରହିଥିବା ନେଇ ଏହି ଦେଶର ପରିବେଶ ମନ୍ତ୍ରୀ ସେଲସୋ କୋରିଆ ସୂଚନା ଦେଇଛନ୍ତି। ଗତ ସପ୍ତାହରେ ମୋଜାମ୍ବିକର ବନ୍ଦର ସହର ବେଇରାରେ ଘଣ୍ଟା ପ୍ରତି ୧୭୦ କିଲୋମିଟର ବେଗରେ ପବନ ବୋହିବା ଆରମ୍ଭ ହୋଇ ଜିମ୍ବାୱେ ଏବଂ ମାଲାୱି ଆଡ଼କୁ ମୁହାଁଇଥିଲା। ଏହାର ପ୍ରକୋପ ଏତେ ଥିଲା ଯେ ଅନେକ କୋଠା ଧ୍ୱଂସ କରି […]

mozambique

mozambique

Subrat Kumar Nayak
  • Published: Saturday, 23 March 2019
  • Updated: 23 March 2019, 06:36 PM IST

Sports

Latest News

ମାପୁଟୋ: ଦକ୍ଷିଣ ଆଫ୍ରିକୀୟ ଦେଶ ମୋଜାମ୍ବିକରେ ପ୍ରଳୟଙ୍କରୀ ବାତ୍ୟାରେ ମୃତକଙ୍କ ସଂଖ୍ୟା ୪୧୭ରେ ପହଞ୍ଚିଛି । ବର୍ତ୍ତମାନ ମଧ୍ୟ ସ୍ଥିତି ସାଂଘାତିକ ରହିଥିବା ନେଇ ଏହି ଦେଶର ପରିବେଶ ମନ୍ତ୍ରୀ ସେଲସୋ କୋରିଆ ସୂଚନା ଦେଇଛନ୍ତି।

ଗତ ସପ୍ତାହରେ ମୋଜାମ୍ବିକର ବନ୍ଦର ସହର ବେଇରାରେ ଘଣ୍ଟା ପ୍ରତି ୧୭୦ କିଲୋମିଟର ବେଗରେ ପବନ ବୋହିବା ଆରମ୍ଭ ହୋଇ ଜିମ୍ବାୱେ ଏବଂ ମାଲାୱି ଆଡ଼କୁ ମୁହାଁଇଥିଲା। ଏହାର ପ୍ରକୋପ ଏତେ ଥିଲା ଯେ ଅନେକ କୋଠା ଧ୍ୱଂସ କରି ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ବିପଦ ଆଡ଼କୁ ଟାଣି ନେଇଥିଲା ।

ପରିବେଶ ମନ୍ତ୍ରୀ କୋରିଆ କହିଛନ୍ତି, ଧୀରେ ଧୀରେ ସ୍ଥିତି ବଦଳୁଛି। କିନ୍ତୁ ଦୁଃଖର କଥା ହେଉଛି ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପର୍ଯ୍ୟନ୍ତ ୪୧୭ ଲୋକ ପ୍ରାଣ ହରାଇ ସାରିଲେଣି। ବାତ୍ୟା ସମୟରେ ବ୍ୟାପକ ବର୍ଷା କାରଣରୁ ବୁଜି ଏବଂ ପଙ୍ଗୱେ ନାମକ ଦୁଇଟି ଝଡ଼ ମଧ୍ୟ ତାଣ୍ଡବ ରଚିଛନ୍ତି। ଏହି ଝଡ଼ କାରଣରୁ ଜିମ୍ବାୱେରେ ୨୫୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମାଲାୱାଇରେ ୫୬ ଜଣଙ୍କର ମୃତ୍ୟୁ ହୋଇଥିଲା।

ଇଣ୍ଟରନ୍ୟାସନାଲ ଫେଡରେସନ୍ ଅଫ୍ ଦି ରେଡକ୍ରସ୍ ଆଣ୍ଡ ରେଡ୍ କ୍ରେସେଣ୍ଟ ସୋଶାଇଟିଜ୍ (ଆଇଏଫଆରସି) ପକ୍ଷରୁ କୁହାଯାଇଛି, ୫ ଲକ୍ଷ ଲୋକ ବସବାସ କରୁଥିବା ବନ୍ଦର ସହର ବେଇରାରେ ହଇଜା ବ୍ୟାପିବା ଆରମ୍ଭ କରିଥିବା ଖବର ମିଳିଛି। ବନ୍ୟା ସମୟରେ ଦୂଷିତ ଜଳ ମାଡ଼ି ଆସିଥିବାରୁ ଜଳଜନିତ ରୋଗ ଆହୁରି ବ୍ୟାପିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story