ଅପେକ୍ଷା କରିଥିଲେ ପରୀକ୍ଷାଫଳକୁ, ଚାଲିଗଲା ଜୀବନ

ସୁରତ: ଗୁଜରାଟ ସୁରତର ଥିବା ତକ୍ଷଶୀଳା କୋଚିଂ ସେଣ୍ଟରରେ ଗତକାଲି ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଏବେ ୨ ଜଣ ଛାତ୍ର ଭେଣ୍ଟିଲେଟରରେ ଥିବା ବେଳେ ୫ ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଗତକାଲି ଅପରାହ୍ନରେ ସୁରତର ସରଥଣା ଅଞ୍ଚଳରେ ଥିବା ତକ୍ଷଶୀଳା କୋଚିଂ ସେଣ୍ଟରର ୪ ମହଲା କୋଠାରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ମୃତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ନିକଟରେ ପ୍ରକାଶ ପାଇବାକୁ ଥିବା ଦ୍ୱାଦଶ […]

surat coaching centre

surat coaching centre

Subhransu Sekhar
  • Published: Saturday, 25 May 2019
  • Updated: 25 May 2019, 01:06 PM IST

Sports

Latest News

ସୁରତ: ଗୁଜରାଟ ସୁରତର ଥିବା ତକ୍ଷଶୀଳା କୋଚିଂ ସେଣ୍ଟରରେ ଗତକାଲି ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି। ଏବେ ୨ ଜଣ ଛାତ୍ର ଭେଣ୍ଟିଲେଟରରେ ଥିବା ବେଳେ ୫ ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଗତକାଲି ଅପରାହ୍ନରେ ସୁରତର ସରଥଣା ଅଞ୍ଚଳରେ ଥିବା ତକ୍ଷଶୀଳା କୋଚିଂ ସେଣ୍ଟରର ୪ ମହଲା କୋଠାରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ମୃତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କିଛି ନିକଟରେ ପ୍ରକାଶ ପାଇବାକୁ ଥିବା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳକୁ ଅପେକ୍ଷା କରିଥିଲେ ବୋଲି ଜଣାପଡ଼ିଛି।

ଏଥିରେ ଭୟଭୀତ ହୋଇ ସେଠାରେ ଥିବା ଅନେକ ଛାତ୍ରଛାତ୍ରୀ ଜୀବନ ବିକଳରେ ଝରକା ବାଟ ଦେଇ ତଳକୁ ଡେଇଁ ପଡିଥିଲେ। କିଛି ଛାତ୍ରଛାତ୍ରୀଙ୍କର ତଳକୁ ଡେଇଁବା ଯୋଗୁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କର ଶ୍ୱାସରୁଦ୍ଧ ହେବା ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତକଙ୍କ ମଧ୍ୟରେ ୧୫ ଜଣ ଝିଅ ଅଛନ୍ତି। ଉଭୟ ଆହତ ଏବଂ ମୃତ୍ୟୁବରଣ କରିଥିବା ଛାତ୍ରଛାତ୍ରୀଙ୍କର ବୟସ ୧୪ରୁ ୧୭ ବୋଲି ଜଣାପଡ଼ିଛି।

ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ଗାନ୍ଧିନଗରରୁ ବିଶେଷଜ୍ଞ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଏହି ଅଗ୍ନିକାଣ୍ଡ ପରେ ଗତକାଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ହସ୍ପିଟାଲ୍ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି ଏବଂ କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା, ତାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ମଧ୍ୟ ଘୋଷଣା କରିଛନ୍ତି। ଅପରପକ୍ଷରେ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟ ସରକାରଙ୍କ ସହ ଏହି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story