ପ୍ରଦୂଷଣ ଯନ୍ତ୍ରଣା: ଦିଲ୍ଲୀରେ ଆଗୁଆ ପ୍ରଚଳନ ହେବ BS VI ଇନ୍ଧନ

  ନୂଆଦିଲ୍ଲ: ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣକୁ ନଜରରେ ରଖି ଦିଲ୍ଲୀର ଏନସିଆରରେ  BS VI  ଇନ୍ଧନ ଆଗୁଆ  ପ୍ରଚଳନ କରିବା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।   ଆସନ୍ତାବର୍ଷ ଏପ୍ରିଲ ପହିଲାରୁ BS VI ଇନ୍ଧନ ଲାଗୁ ହେବ।   ପୂର୍ବରୁ ୨୦୨୦ ଏପ୍ରିଲ  ପହିଲାରୁ BS VI ଇନ୍ଧନ  ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।   କିନ୍ତୁ ଦିଲ୍ଲୀରେ  ପ୍ରଦୂଷଣକୁ ନଜରରେ ରଖି ଆଗୁଆ ଏହି ନିୟମ ଲାଗୁ କରାଯିବ ବୋଲି ନିଷ୍ପତ୍ତି ନିଆ […]

delhi

Rakesh Mallick
  • Published: Wednesday, 15 November 2017
  • , Updated: 15 November 2017, 08:53 PM IST

 

ନୂଆଦିଲ୍ଲ: ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣକୁ ନଜରରେ ରଖି ଦିଲ୍ଲୀର ଏନସିଆରରେ  BS VI  ଇନ୍ଧନ ଆଗୁଆ  ପ୍ରଚଳନ କରିବା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି ।   ଆସନ୍ତାବର୍ଷ ଏପ୍ରିଲ ପହିଲାରୁ BS VI ଇନ୍ଧନ ଲାଗୁ ହେବ।   ପୂର୍ବରୁ ୨୦୨୦ ଏପ୍ରିଲ  ପହିଲାରୁ BS VI ଇନ୍ଧନ  ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।   କିନ୍ତୁ ଦିଲ୍ଲୀରେ  ପ୍ରଦୂଷଣକୁ ନଜରରେ ରଖି ଆଗୁଆ ଏହି ନିୟମ ଲାଗୁ କରାଯିବ ବୋଲି ନିଷ୍ପତ୍ତି ନିଆ ଯାଇଛି।   ଏଥିସହ  ପୁରା ଏନସିଆରରରେ BS VI ଇନ୍ଧନ ଲାଗୁ ହୋଇ ପାରିବ କି ନାହିଁ ଏନେଇ ତୈଳ  ବିପଣନକାରୀ କମ୍ପାନୀମାନଙ୍କ ମତ ଲୋଡିଛି ମନ୍ତ୍ରଣାଳୟ।   BS VI ଇନ୍ଧନ ଲାଗୁ ହେବା  ଦ୍ୱାରା ଦିଲ୍ଲୀରେ ପ୍ରଦୂଷଣ ମାତ୍ରା କମିବାର ସମ୍ଭାବନା ରହିଛି ବୋଲି ପରିବେଶବିତ୍‌ ମାନେ  ମତ ଦେଇଛନ୍ତି  ।

Related story