ଉଦ୍‌ଘାଟନ ପୂର୍ବରୁ ଭାସିଲା ମେଟ୍ରୋ ଷ୍ଟେସନ୍‌

  ନୂଆଦିଲ୍ଲୀ: ଭିକାଜୀ କାମା ମେଟ୍ରୋ ଷ୍ଟେସନ୍‌କୁ ଉଦ୍‌ଘାଟନ୍‌ କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ସରିଥିଲା।  ଖୁବ୍‌ଶୀଘ୍ର ଏହାକୁ ସର୍ବସାଧାରଣ ପାଇଁ ‌ଖୋଲା ଯାଇଥାଆନ୍ତା। କିନ୍ତୁ ବର୍ଷା ସବୁ କିଛି ବିଗାଡ଼ି ଦେଇଛି। ମେଟ୍ରୋ ଷ୍ଟେସନ୍‌ ନିର୍ମାଣ ବେଳେ ଡ୍ରେନେଜ୍‌ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଇ ନଥିବାରୁ ଏହା ମଧ୍ୟରେ ବର୍ଷା ଜଳ ପ୍ରବେଶ କରି ନାହାଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ରାସ୍ତାରେ ପାଣି ଜମିବା ପରେ ଏହା ମେଟ୍ରୋ […]

2sf4t8k4_bhikaji-cama-place-metro-station-flooding_625x300_31_July_18

Rakesh Mallick
  • Published: Tuesday, 31 July 2018
  • Updated: 31 July 2018, 06:39 PM IST

Sports

Latest News

ନୂଆଦିଲ୍ଲୀ: ଭିକାଜୀ କାମା ମେଟ୍ରୋ ଷ୍ଟେସନ୍‌କୁ ଉଦ୍‌ଘାଟନ୍‌ କରିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ସରିଥିଲା।  ଖୁବ୍‌ଶୀଘ୍ର ଏହାକୁ ସର୍ବସାଧାରଣ ପାଇଁ ‌ଖୋଲା ଯାଇଥାଆନ୍ତା।

କିନ୍ତୁ ବର୍ଷା ସବୁ କିଛି ବିଗାଡ଼ି ଦେଇଛି। ମେଟ୍ରୋ ଷ୍ଟେସନ୍‌ ନିର୍ମାଣ ବେଳେ ଡ୍ରେନେଜ୍‌ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଇ ନଥିବାରୁ ଏହା ମଧ୍ୟରେ ବର୍ଷା ଜଳ ପ୍ରବେଶ କରି ନାହାଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି।

ଅବିଶ୍ରାନ୍ତ ବର୍ଷା ଯୋଗୁ ରାସ୍ତାରେ ପାଣି ଜମିବା ପରେ ଏହା ମେଟ୍ରୋ ଷ୍ଟେସନ୍‌ ମଧ୍ୟକୁ ପ୍ରବେଶ କରିଥିଲା। ଫଳରେ ମେଟ୍ରୋ ଷ୍ଟେସନ୍‌ ପରିସରରେ ଆଣ୍ଠୁଏ ଉଚ୍ଚର ପାଣି ଲହରୀ ମାରିଥିଲା।

ମେଟ୍ରୋ ଷ୍ଟେସନ୍‌ରେ ପାଣି ଜମି ରହିବାରୁ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କାମ ଆରମ୍ଭ କରାଯାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଏହା ଶେଷ ହେବ ବୋଲି କୁହାଯାଇଛି। ଜୁଲାଇ ୨୯ ମଧ୍ୟରାତ୍ରରୁ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିଲା।

ରାସ୍ତାରେ ବର୍ଷା ପାଣି ସହ ନାଳ ପାଣି ମିଶିବାରୁ ସେଠାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏବେ ମେଟ୍ରୋ ଷ୍ଟେସନ୍‌ର କିଛି ଭାଗରେ କାମ ଚାଲିଥିବାରୁ ସେଠାରେ ପରିସ୍ଥିତି ସଙ୍ଗିନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story