ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଅନଶନରେ ବସିଥିଲେ, ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଭେଟି ନ ପାରି ଜନ୍ତରମନ୍ତରଠାରେ ଅନଶନରେ ବସିଥିବା ଓଡ଼ିଆ ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ରବିବାର ପୋଲିସ ଉଠାଇ ନେଇଛି। ବିନା ଅନୁମତିରେ ସେ ଅନଶନ କରୁଥିବାରୁ ପୋଲିସ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ପରିଦର୍ଶନରେ ଆସିଥିଲେ। ସେତେବେଳେ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲକୁ ନବୀକରଣ କରି ଏହାକୁ ସୁପର ସ୍ପେସାଲିଟି ହସ୍ପିଟାଲରେ ପରିଣତ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୪ବର୍ଷ ପରେ […]

odia

odia

Rakesh Mallick
  • Published: Sunday, 01 July 2018
  • Updated: 01 July 2018, 10:43 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କୁ ଭେଟି ନ ପାରି ଜନ୍ତରମନ୍ତରଠାରେ ଅନଶନରେ ବସିଥିବା ଓଡ଼ିଆ ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ରବିବାର ପୋଲିସ ଉଠାଇ ନେଇଛି। ବିନା ଅନୁମତିରେ ସେ ଅନଶନ କରୁଥିବାରୁ ପୋଲିସ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ପରିଦର୍ଶନରେ ଆସିଥିଲେ। ସେତେବେଳେ ରାଉରକେଲାର ଇସ୍ପାତ ଜେନେରାଲ ହସ୍ପିଟାଲକୁ ନବୀକରଣ କରି ଏହାକୁ ସୁପର ସ୍ପେସାଲିଟି ହସ୍ପିଟାଲରେ ପରିଣତ କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୪ବର୍ଷ ପରେ ମଧ୍ୟ ପ୍ରଧାନମନ୍ତ୍ରୀ ନିଜର  ପ୍ରତିଶ୍ରୁତି ରଖି ନ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ପ୍ରତିଶ୍ରୁତି ମନେ ପକାଇ ଦେବା ପାଇଁ ସେ ଚାଲି ଚାଲି ରାଉରକେଲାରୁ ଦିଲ୍ଲୀ ଯାଇଥିଲେ।

ଏଥିପାଇଁ ସେ ଗତ ୪ ଦିନ ତଳେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଭେଟି ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ କରାଇଦେବାକୁ ନିବେଦନ କରିଥିଲେ। କିନ୍ତୁ ଜୁଏଲ୍‌ ତାଙ୍କୁ ସାହାଯ୍ୟ ନ କରି ବରଂ ଭେଟିବାକୁ ଆସିବା ଆବଶ୍ୟକ ନ ଥିଲା ବୋଲି କହିଥିଲେ। ଏଥିରେ ସେ ନିରାଶ ହୋଇଥିଲେ। ଏହାପରେ ଅନେକ ଥର ଚେଷ୍ଟା କରି ଥକିଯିବା ପରେ ଶେଷରେ ଦିଲ୍ଲୀର ଜନ୍ତରମନ୍ତରଠାରେ ଅନଶନରେ ବସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story