ଦିଲ୍ଲୀ: ମିଡ୍ ଡିଭାଇଡରରେ ସ୍କୁଲ ବସ୍ ମାଡିଲା,୧୦ ଶିଶୁ ଆହତ

ନୂଆଦିଲ୍ଲୀ:  ମଙ୍ଗଳବାର ସକାଳେ  ଦିଲ୍ଲୀର ଏକ ସ୍କୁଲବସ ମିଡ୍ ଡିଭାଇଡରରେ ମାଡିଯିବାରୁ ୧୦ଜଣ ଶିଶୁ ଆହତ ହୋଇଛନ୍ତି।  ସୂଚନାଯୋଗ୍ୟ, ବସଟି ଶିଶୁମାନଙ୍କୁ ନେଇ ସ୍କୁଲ ଅଭିମୁଖ ଶାମେରେ ଗେଟ୍ ପାଖରେ ମିଡ ଡିଭାଇଡରକୁ ମାଡିଯିବାରୁ ଏଥିରେ ଥିବା ଶିଶୁମାନେ ପଡିଯାଇଥିଲେ। ସ୍କୁଲ ପିଲାମାନଙ୍କୁ ନେଇ ବସଟି ସିଲାମପୁରରୁ ସ୍କୁଲ ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଆହତ ହୋଇଥିବା ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ

ବିଶ୍ୱ ପୁନର୍ଗଠନ ପ୍ରକ୍ରିୟାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ: ମୋଦି

୬ଟି ବ୍ରିଜର ଉଦଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ

ଦେଶରେ ପ୍ରଥମ: ଗୋଟିଏ ଗାଁରେ ଏକାଧିକ କରୋନା ସୁପର ସ୍ପ୍ରେଡର, ମୁତୟନ ହେଲେ କମାଣ୍ଡୋ

ମୁଖ୍ୟମନ୍ତ୍ରୀ କହିଲେ, ମୁଁ ସବୁ ବିଭାଗର ମନ୍ତ୍ରୀ

ଦୈନିକ ୧୫ କିମି ରାସ୍ତା ଚାଲିଚାଲି ୩୦ ବର୍ଷ ହେଲା ଚିଠି ଦେଉଛନ୍ତି ଏହି ପୋଷ୍ଟମ୍ୟାନ୍‌

ବିକାଶ ଦୁବେ ଗିରଫ ହେବା ପରେ ଉଠିଲା ଅନେକ ପ୍ରଶ୍ନ? ଜାଣନ୍ତୁ ସେଗୁଡ଼ିକ କ’ଣ

ବିକାଶ ଦୁବେ ଆତ୍ମସମର୍ପଣ କଲା ନା ଗିରଫ ହେଲା? ପଚାରିଲେ ଅଖିଲେଶ ଯାଦବ

ଆଇଆଇଟି ସହକାରୀ ପ୍ରଫେସରଙ୍କ ଆତ୍ମହତ୍ୟା

‘ମୁଁ ହିଁ ବିକାଶ ଦୁବେ’ କାନପୁର ୱାଲା: କେମିତି ଗିରଫ ହେଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ

ଦେଶରେ ସବୁ ରେକର୍ଡ ଭାଙ୍ଗିଲା କରୋନା: ଦିନକରେ ୨୪,୮୭୯ ପଜିଟିଭ, ୪୮୭ ମୃତ

ଶେଷରେ ଗିରଫ ହେଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ

କରୋନା ବାୟୁବାହିତ ବୋଲି ମାନିଲା ହୁ’, ଲୋକେ ଆତଙ୍କିତ