ଦିଲ୍ଲୀ: ମିଡ୍ ଡିଭାଇଡରରେ ସ୍କୁଲ ବସ୍ ମାଡିଲା,୧୦ ଶିଶୁ ଆହତ

ନୂଆଦିଲ୍ଲୀ:  ମଙ୍ଗଳବାର ସକାଳେ  ଦିଲ୍ଲୀର ଏକ ସ୍କୁଲବସ ମିଡ୍ ଡିଭାଇଡରରେ ମାଡିଯିବାରୁ ୧୦ଜଣ ଶିଶୁ ଆହତ ହୋଇଛନ୍ତି।  ସୂଚନାଯୋଗ୍ୟ, ବସଟି ଶିଶୁମାନଙ୍କୁ ନେଇ ସ୍କୁଲ ଅଭିମୁଖ ଶାମେରେ ଗେଟ୍ ପାଖରେ ମିଡ ଡିଭାଇଡରକୁ ମାଡିଯିବାରୁ ଏଥିରେ ଥିବା ଶିଶୁମାନେ ପଡିଯାଇଥିଲେ। ସ୍କୁଲ ପିଲାମାନଙ୍କୁ ନେଇ ବସଟି ସିଲାମପୁରରୁ ସ୍କୁଲ ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଆହତ ହୋଇଥିବା ପିଲାମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

busss

Rakesh Mallick
  • Published: Tuesday, 14 July 2015
  • , Updated: 14 July 2015, 11:06 AM IST

Related story