ଡେଙ୍ଗୁ ନେଲାଣି ୪୦ ଜୀବନ

ଚେନ୍ନାଇ: ଚେନ୍ନାଇରେ ଉତ୍କଟ ରୂପ ଧାରଣ କରିଛି ଡେଙ୍ଗୁ । ଦୁଇ ଶହରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସରକାରୀ ତଥ୍ୟ ଅନୁଯାୟୀ ଏଥିରେ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଆଜି ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଚେନ୍ନାଇର ସରକାରୀ ହସପିଟାଲ ବୁଲି ରୋଗୀଙ୍କ  ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଚିକିତ୍ସାକୁ ନେଇ ସମୀକ୍ଷା କରିଥିଲେ ସେ। ହସ୍‌ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଚୌବେ ।

dengu

Rakesh Mallick
  • Published: Sunday, 15 October 2017
  • , Updated: 15 October 2017, 09:33 PM IST

Related story