ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ଆତ୍ମହତ୍ୟା କରି ନାହାନ୍ତି: ନୀତେଶ ରାଣେ

ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ମୃତ୍ୟୁ ମାମଲାରେ ଟୁଇଷ୍ଟ ୧୦୦କୁ କଲ୍ କରି ମୁମ୍ୱାଇ ପୁଲିସକୁ ସାହାଯ୍ୟ ମାଗିଥିଲେ ଦିଶା ବୟ ଫ୍ରେଣ୍ଡ ରୋହନ ରୟଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଛି ରୋହଣଙ୍କ ନିକଟତମ ବ୍ୟକ୍ତି କହିଲେ ଦିଶା ଆତ୍ମହତ୍ୟା କରି ନାହାନ୍ତି ମୁମ୍ୱାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ଖୁଲାସା ହେଉଛି। ତାଙ୍କ ମୃତ୍ୟୁ ପୂର୍ବରୁ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ସହିତ ତାଙ୍କ ମୃତ୍ୟୁର ଲିଙ୍କ୍ ରହିଛି ବୋଲି […]

DISHA SALIAN

DISHA SALIAN

Subhransu Sekhar
  • Published: Thursday, 17 September 2020
  • Updated: 17 September 2020, 06:43 PM IST

Sports

Latest News

  • ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶାଙ୍କ ମୃତ୍ୟୁ ମାମଲାରେ ଟୁଇଷ୍ଟ
  • ୧୦୦କୁ କଲ୍ କରି ମୁମ୍ୱାଇ ପୁଲିସକୁ ସାହାଯ୍ୟ ମାଗିଥିଲେ ଦିଶା
  • ବୟ ଫ୍ରେଣ୍ଡ ରୋହନ ରୟଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଛି
  • ରୋହଣଙ୍କ ନିକଟତମ ବ୍ୟକ୍ତି କହିଲେ ଦିଶା ଆତ୍ମହତ୍ୟା କରି ନାହାନ୍ତି

ମୁମ୍ୱାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ଖୁଲାସା ହେଉଛି। ତାଙ୍କ ମୃତ୍ୟୁ ପୂର୍ବରୁ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ସହିତ ତାଙ୍କ ମୃତ୍ୟୁର ଲିଙ୍କ୍ ରହିଛି ବୋଲି ଆକଳନ କରାଯାଉଛି। ମହାରାଷ୍ଟ୍ରର ବିଜେପି ନେତା ନୀତେଶ ରାଣେ କହିଛନ୍ତି ଯେ ସେ ଯେଉଁଦିନ ମୃତ୍ୟୁବରଣ କରିଥିଲେ, ସେଦିନ ସେ ମୁମ୍ବାଇ ପୁଲିସକୁ ଫୋନ୍ କରି ଡାକିଥିଲେ। ଏମିତିକି ଦିଶା ସାଲିଆନ ମାମଲାର ତଦନ୍ତ କରୁଥିବା ପୁଲିସ ଅଧିକାରୀ କାହିଁକି ଦୁଇଥର ବଦଳିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ୧୧ ଜୁନରେ ଦିଶାଙ୍କ ପୋଷ୍ଟମର୍ଟମ ହୋଇଥିବାବେଳେ ତାଙ୍କ ବୟ ଫ୍ରେଣ୍ଡ ରୋହନ ରୟ ଜୁନ୍ ୯ରେ କାହିଁକି ଅନ୍ତିମ ସଂସ୍କାର ଯୋଜନା କରିଥିଲେ?

ନୀତେଶ ରାଣେ ଆହୁରି କହିଛନ୍ତି ଯେ ଯଦି ଦିଶାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥାନ୍ତା ତେବେ ତାଙ୍କ ଫୋନର କଲ୍ ରେକର୍ଡରେ ଗତ ଜୁନ୍ ୮ ତାରିଖ ରାତି ୮.୩୦ରେ ଶେଷ କଲ୍ ଦେଖାଉଛି। ସେହିପରି ତାଙ୍କ ମୋବାଇଲର କଲ୍ ଡିଟେଲ୍ସ ଦର୍ଶାଉଛି ଯେ ତାଙ୍କ ଫୋନ୍ ୪ ରୁ ୪.୩୦ ଘଣ୍ଟା ପାଇଁ ସୁଇଚ୍ ଅଫ୍ ରହିଥିଲା। ତେବେ ତାଙ୍କ ଫୋନ୍ କିଏ ବ୍ୟବହାର କରିଥିଲା? ଦିଶାଙ୍କ ମୃତ୍ୟୁ ଆତ୍ମହତ୍ୟା ମାମଲା ନୁହେଁ ବୋଲି ଏହି ବିଜେପି ନେତା କହିଛନ୍ତି।

ସେ ଆହୁରି କହିଛନ୍ତି, “ପାର୍ଟିର ରାତିରେ ଦିଶାଙ୍କ ସହିତ କିଛି ଗୋଟିଏ ହୋଇଛି। ଯାହା ପରେ ସେ ତାଙ୍କ ଘରକୁ ଚାଲିଗଲେ। ସେ ୧୦୦ ନମ୍ବରକୁ କଲ କରିଥିଲେ। ସେ ମୁମ୍ବାଇ ପୁଲିସକୁ ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ ଏବଂ ସାହାଯ୍ୟ ମାଗିଥିଲେ ମଧ୍ୟ ପୁଲସ ସାହାଯ୍ୟ କରିନାହିଁ। ଯାହାର ଉତ୍ତର ମୁମ୍ବାଇ ପୁଲିସ ଦେବା ଦରକାର। ସିବିଆଇ ଏହି ମାମଲାର ତଦନ୍ତ କରିବା ଉଚିତ୍। ଯଦି ସିବିଆଇ ଚାହୁଁଛି, ମୁଁ ସେମାନଙ୍କୁ ସାହାଯ୍ୟ କରିପାରିବି।'

ଏହାପୂର୍ବରୁ ନୀତିଶ ରାଣେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ଦିଶାଙ୍କ ପ୍ରେମିକା ରୋହନ ରୟଙ୍କ ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ସେ ତାଙ୍କ ଚିଠିରେ ଲେଖିଛନ୍ତି, "ସିବିଆଇ ଏହି ମାମଲାର ତଦନ୍ତ କରୁଛି। ଦିଶା ଏବଂ ସୁଶାନ୍ତଙ୍କ ମୃତ୍ୟୁ ପରସ୍ପର ସହ ଜଡିତ। ଏହି ଦୁଇଟି ମୃତ୍ୟୁ ମାମଲାରେ ରୋହନ ରୟଙ୍କ ପ୍ରତିକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ପରିସ୍ଥିତିରେ ସେମାନଙ୍କୁ ସୁରକ୍ଷା ଦିଆଯିବା ଉଚିତ୍।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story