ପୁଣି ଡୋକଲାମ: ଡ୍ରାଗନର ସେନା ମୁତୟନକୁ ଭାରତର ଖଣ୍ଡନ

ନୂଆଦିଲ୍ଲୀ: ଡୋକଲାମ ସୀମାରେ ଚୀନ ସୈନ୍ୟ ମୁତୟନ ହେବା ଖବରକୁ ଖଣ୍ଡନ କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ।  ଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହୋଇଥିଲା।  ହଜାରେରୁ ଅଧିକ ସୈନ୍ୟ ଡୋକଲାମ ସୀମାରେ ମୁତୟନ ଥିବା ଖବର ଆସୁଥିଲା। ତେବେ ଏସମସ୍ତ ଖବରକୁ ଅପପ୍ରଚାର କହିବା ସହ ଏପରି କୌଣସି ପରିସ୍ଥିତି ହୋଇ ନ ଥିବା କହିଛନ୍ତି ବୈଦେଶିକ ବ୍ୟାପାର ମୁଖପାତ୍ର ରବୀଶ କୁମାର।  ଗତ ଅଗଷ୍ଟ ୨୮ ପରଠାରୁ  ଚୀନ […]

Rakesh Mallick
  • Published: Saturday, 07 October 2017
  • , Updated: 07 October 2017, 09:35 PM IST

ନୂଆଦିଲ୍ଲୀ: ଡୋକଲାମ ସୀମାରେ ଚୀନ ସୈନ୍ୟ ମୁତୟନ ହେବା ଖବରକୁ ଖଣ୍ଡନ କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ।  ଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହୋଇଥିଲା।  ହଜାରେରୁ ଅଧିକ ସୈନ୍ୟ ଡୋକଲାମ ସୀମାରେ ମୁତୟନ ଥିବା ଖବର ଆସୁଥିଲା।

ତେବେ ଏସମସ୍ତ ଖବରକୁ ଅପପ୍ରଚାର କହିବା ସହ ଏପରି କୌଣସି ପରିସ୍ଥିତି ହୋଇ ନ ଥିବା କହିଛନ୍ତି ବୈଦେଶିକ ବ୍ୟାପାର ମୁଖପାତ୍ର ରବୀଶ କୁମାର।  ଗତ ଅଗଷ୍ଟ ୨୮ ପରଠାରୁ  ଚୀନ ସେନା ପଛଘୁଞ୍ଚା ଦେବା ପରେ ସେହି ଅଞ୍ଚଳରେ କୌଣସି ଧରଣର ଗତିବିଧି ନ ଥିବା କହିଛନ୍ତି ରବିଶ କୁମାର ।

Related story