ମୋଦିଙ୍କ ବେଷ୍ଟ ଫ୍ରେଣ୍ଡ ହେବେ ଡୋନାଲ୍ଡ ଟ୍ରମ୍ପ

ୱାଶିଙ୍ଗଟନ୍: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ନ୍ୟୁଜର୍ସିରେ ଆୟୋଜିତ ଭାରତ-ଆମେରିକାର ଏକ ଚାରିଟି ଶୋ’ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁବ୍ ପ୍ରଶଂସା କରି କହିଛନ୍ତି,“ମୋଦି ଜଣେ ମହାନ ବ୍ୟକ୍ତି। ଭିବଷ୍ୟତରେ ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ଭାରତ ଓ ଆମେରିକା ବେଷ୍ଟ ଫ୍ରେଣ୍ଡ ହେବା ତାଙ୍କ ପାଇଁ ଗୌରବର ବିଷୟ ହେବ।” ସେ ଏହା ମଧ୍ୟ କହିଛନ୍ତି, ବର୍ତ୍ତମାନ ସାରା ବିଶ୍ୱ ଆତଙ୍କବାଦକୁ ବନ୍ଦ କରିବାକୁ ଚାହୁଁଛି। ମୁଁ […]

trump-world

Rakesh Mallick
  • Published: Sunday, 16 October 2016
  • , Updated: 04 May 2017, 03:44 PM IST

ୱାଶିଙ୍ଗଟନ୍: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ନ୍ୟୁଜର୍ସିରେ ଆୟୋଜିତ ଭାରତ-ଆମେରିକାର ଏକ ଚାରିଟି ଶୋ’ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖୁବ୍ ପ୍ରଶଂସା କରି କହିଛନ୍ତି,“ମୋଦି ଜଣେ ମହାନ ବ୍ୟକ୍ତି। ଭିବଷ୍ୟତରେ ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ଭାରତ ଓ ଆମେରିକା ବେଷ୍ଟ ଫ୍ରେଣ୍ଡ ହେବା ତାଙ୍କ ପାଇଁ ଗୌରବର ବିଷୟ ହେବ।”

ସେ ଏହା ମଧ୍ୟ କହିଛନ୍ତି, ବର୍ତ୍ତମାନ ସାରା ବିଶ୍ୱ ଆତଙ୍କବାଦକୁ ବନ୍ଦ କରିବାକୁ ଚାହୁଁଛି। ମୁଁ ମଧ୍ୟ ଆତଙ୍କବାଦ ବିରୋଧ ନୀତିରେ ଭାରତକୁ ସମର୍ଥନ କରୁଛି। ହିନ୍ଦୁଙ୍କୁ ମୁଁ ସମ୍ମାନ କରେ। ମୋଦିଙ୍କ ନୀତି ଏବଂ ଦୃଷ୍ଟିକୋଣ ପାଇଁ ସେ ମୋତେ ବହୁତ ଭଲ ଲାଗନ୍ତି।”

 

Related story