ପ୍ରେସିଡେନ୍ସିଆଲ୍ ଡିବେଟ୍: ଭାରତୀୟ ଜଳବାୟୁକୁ ନିନ୍ଦା କଲେ ଟ୍ରମ୍ପ

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସରିଛି ପ୍ରେସିଡେନ୍ସିଆଲ୍ ଡିବେଟ୍। ଏହି ଅବସରରେ ଆମେରିକା ମୁହାଁମୁହିଁ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରିପବ୍ଲିକେଟ୍ ପାର୍ଟି ପ୍ରାର୍ଥୀ ଜୌଏ ବିଡେନ୍। ଟ୍ରମ୍ପ ଭାରତ ଏବଂ ରୁଷକୁ ଟାର୍ଗେଟ୍ କରିଛନ୍ତି। ଏହାଛଡ଼ା କରୋନା ମହାମାରୀ ପ୍ରସଙ୍ଗକୁ ନେଇ ମଧ୍ୟ ପରସ୍ପରକୁ ଟାର୍ଗେଟ୍ କରିଛନ୍ତି ଟ୍ରମ୍ପ ଏବଂ ବିଡେନ୍। ଆମେରିକା ରାଷ୍ଟ୍ରପତି ନିର୍ବାଚନର ଦୁଇ ସପ୍ତାହ ପୂର୍ବରୁ ଶେଷ ହୋଇଛି ପ୍ରେସିଡେନ୍ସିଆଲ୍ ଡିବେଟ୍। ଏଥିରେ ଟ୍ରମ୍ପଙ୍କ ଭାରତ ଉଦ୍ଦେଶ୍ୟରେ ଦେଇଥିବା […]

trumph

trumph

Pragnya Choudhury
  • Published: Friday, 23 October 2020
  • Updated: 23 October 2020, 11:08 AM IST

Sports

Latest News

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ସରିଛି ପ୍ରେସିଡେନ୍ସିଆଲ୍ ଡିବେଟ୍। ଏହି ଅବସରରେ ଆମେରିକା ମୁହାଁମୁହିଁ ହୋଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରିପବ୍ଲିକେଟ୍ ପାର୍ଟି ପ୍ରାର୍ଥୀ ଜୌଏ ବିଡେନ୍। ଟ୍ରମ୍ପ ଭାରତ ଏବଂ ରୁଷକୁ ଟାର୍ଗେଟ୍ କରିଛନ୍ତି। ଏହାଛଡ଼ା କରୋନା ମହାମାରୀ ପ୍ରସଙ୍ଗକୁ ନେଇ ମଧ୍ୟ ପରସ୍ପରକୁ ଟାର୍ଗେଟ୍ କରିଛନ୍ତି ଟ୍ରମ୍ପ ଏବଂ ବିଡେନ୍।

ଆମେରିକା ରାଷ୍ଟ୍ରପତି ନିର୍ବାଚନର ଦୁଇ ସପ୍ତାହ ପୂର୍ବରୁ ଶେଷ ହୋଇଛି ପ୍ରେସିଡେନ୍ସିଆଲ୍ ଡିବେଟ୍। ଏଥିରେ ଟ୍ରମ୍ପଙ୍କ ଭାରତ ଉଦ୍ଦେଶ୍ୟରେ ଦେଇଥିବା ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ବିଶ୍ବ ଜଳବାୟୁ ପ୍ରସଙ୍ଗ ଚାଲିଥିବା ବେଳେ ଟ୍ରମ୍ପ କହିଛନ୍ତି ଭାରତ, ଚୀନ ଏବଂ ରୁଷର ପାଣିପାଗ ଅତ୍ୟନ୍ତ ଖରାପ। ଏହି ଦେଶଗୁଡ଼ିକ ନିଜ ବାୟୁର ଯତ୍ନ ନେଉନାହାନ୍ତି। ତେବେ ଆମେରିକାରେ ସର୍ବଦା ନିଜର ଏୟାର କ୍ୱାଲିଟି ଇଣ୍ଡେକ୍ସର ଧ୍ୟାନ ରଖିଥାଏ ବୋଲି ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ କହିଛନ୍ତି, ଚୀନକୁ ଦେଖ, ଏହା କେତେ ଅପରିଷ୍କାର। ଭାରତ ଆଉ ରୁଷକୁ ଦେଖ, ବାୟୁ କେତେ ପ୍ରଦୂଷିତ। ଆମେରିକାରେ ଟ୍ରମ୍ପ ସରକାର ଆସିବା ପରେ ପାଣିପାଗରେ ପରିବର୍ତ୍ତନ ହୋଇଛି ବୋଲି ସେ କହିଛନ୍ତି।

ସେହିପରି ପ୍ୟାରିସ୍ ଜଳବାୟୁ ଚୁକ୍ତିରୁ ଆମେରିକା ଓହରିବା ପ୍ରସଙ୍ଗ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ପ୍ୟାରିସ୍ ଚୁକ୍ତି କାରଣରୁ ଲକ୍ଷ ଲକ୍ଷ ନିଯୁକ୍ତି ଏବଂ କମ୍ପାନୀଗୁଡ଼ିକର ବଳିଦାନ ଦେବି ନାହିଁ। ଏହା ଅନୁଚିତ ବୋଲି ଟ୍ରମ୍ପ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଆମେରିକା ଆନୁଷ୍ଠାନିକ ଭାବେ ପ୍ୟାରିସ୍ ଜଳବାୟୁ ଚୁକ୍ତିରୁ ଓହରି ମିଳିତ ଜାତିସଂଘକୁ ଏନେଇ ସୂଚିତ କରିଥିଲା। ଜଳବାୟୁ ପରିବର୍ତ୍ତନ ଦିଗରେ ପ୍ୟାରିସ୍ ଚୁକ୍ତି ଏକ ବିଶ୍ୱସ୍ତରୀୟ ଚୁକ୍ତି ଥିଲା, ଯାହାକୁ ଲାଗୁ କରିବାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

ଅନ୍ୟପଟେ ବର୍ଣ୍ଣ ବୈଷମ୍ୟକୁ ନେଇ ଦୁଇ ପ୍ରାର୍ଥୀ ଟ୍ରମ୍ପ ଏବଂ ଜୋଏଙ୍କ ମଧ୍ୟରେ ତର୍କ ବିତର୍କ ହୋଇଛି। ଜୋଏ ସିଧାସଳଖ ଟ୍ରମ୍ପକୁ ଟାର୍ଗେଟ୍ କରିଛନ୍ତି। ସେ ଆମେରିକାରେ କୃଷ୍ଣକାୟ ବ୍ୟକ୍ତିଙ୍କ ଉପରେ ଅତ୍ୟାଚାର ବଢ଼ିଛି। ଗତ ୫ ବର୍ଷରେ ଏପରି ଅନେକ ମାମଲା ସାମ୍ନାକୁ ଆସିଛି। ଆଇନ ଶୃଙ୍ଖଳା ଓ ନାଗରିକଙ୍କୁ ସମ୍ଭାଳିବାରେ ଟ୍ରମ୍ପ ପ୍ରଶାସନ ବିଫଳ ବୋଲି ଜୋଏ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story