ଠକି ପାରିବେନି, ବଦଳିଗଲା ଡ୍ରାଇଭିଂ ଲାଇସେନ୍ସ ଏବଂ ଇ-ଚାଲାଣ ନିୟମ

ନୂଆଦିଲ୍ଲୀ: ଟ୍ରାଫିକ ନିୟମ ସାରା ଦେଶରେ କଡ଼ାକଡ଼ି ରହିଛି। ହେଲେ ଅନେକ ସମୟରେ ଜାଲ୍ କାଗଜପତ୍ର ଦେଖାଇ ଟ୍ରାଫିକ ପାଖରୁ ପାରି ହୋଇଯାଆନ୍ତି କିଛି ବେଆଇନ୍ ଗାଡ଼ି ମାଲିକ ଏବଂ ଚାଳକ। ଏହାର କାରଣ କିଛି ରାଜ୍ୟର ଟ୍ରାଫିକଙ୍କ ପାଖରେ ଆବଶ୍ୟକ କାଗଜ ପତ୍ର ହାତରେ ନଥାଏ। ଏବେ କିନ୍ତୁ ସରକାର ବଦଳାଇ ଦେଇଛନ୍ତି ଏହି କାର୍ଯ୍ୟଶୈଳୀ। ଅର୍ଥାତ୍ ଟ୍ରାଫିକ୍ ପୁଲିସ ହାତରେ ରହିଛି ଆପଣଙ୍କ ସମସ୍ତ କାଗଜ ପତ୍ର। ସରକାର ୧୯୮୯ର ମୋଟର ଯାନ ସଂଶୋଧନ […]

challan

challan

Subhransu Sekhar
  • Published: Sunday, 27 September 2020
  • Updated: 27 September 2020, 01:31 PM IST

Sports

Latest News

ନୂଆଦିଲ୍ଲୀ: ଟ୍ରାଫିକ ନିୟମ ସାରା ଦେଶରେ କଡ଼ାକଡ଼ି ରହିଛି। ହେଲେ ଅନେକ ସମୟରେ ଜାଲ୍ କାଗଜପତ୍ର ଦେଖାଇ ଟ୍ରାଫିକ ପାଖରୁ ପାରି ହୋଇଯାଆନ୍ତି କିଛି ବେଆଇନ୍ ଗାଡ଼ି ମାଲିକ ଏବଂ ଚାଳକ। ଏହାର କାରଣ କିଛି ରାଜ୍ୟର ଟ୍ରାଫିକଙ୍କ ପାଖରେ ଆବଶ୍ୟକ କାଗଜ ପତ୍ର ହାତରେ ନଥାଏ। ଏବେ କିନ୍ତୁ ସରକାର ବଦଳାଇ ଦେଇଛନ୍ତି ଏହି କାର୍ଯ୍ୟଶୈଳୀ। ଅର୍ଥାତ୍ ଟ୍ରାଫିକ୍ ପୁଲିସ ହାତରେ ରହିଛି ଆପଣଙ୍କ ସମସ୍ତ କାଗଜ ପତ୍ର।

ସରକାର ୧୯୮୯ର ମୋଟର ଯାନ ସଂଶୋଧନ କରିଛନ୍ତି। ଶନିବାର ସରକାର ଏହି ନିୟମକୁ ନେଇ କହିଛନ୍ତି, ଅକ୍ଟୋବର ୧, ୨୦୨୦ରୁ ଡ୍ରାଇଭିଂ ଲାଇସେନ୍ସ ଏବଂ ଇ-ଚାଲାଣ ସମେତ ଯାନବାହାନର କାଗଜ ପତ୍ର ବାହାନ ପୋର୍ଟାଲ ଜରିଆରେ ସଂରକ୍ଷିତ ରଖାଯିବ। ଏହାଦ୍ୱାରା ଟ୍ରାଫିକ ଦାୟିତ୍ନରେ ଥିବା ସମସ୍ତ ଅଧିକାରୀଙ୍କ ପାଖରେ ଚାଳକଙ୍କ ଗାଡ଼ି ଓ ଡ୍ରାଇଭିଂ କାଗଜ ପତ୍ର ହାତ ମୁଠାରେ ରହିବ। ଚେକିଂ ବେଳେ ଜଣେ ସଫ୍ଟ କପି ଦେଖାଇପାରିବେ। ଯଦି କାଗଜ ପତ୍ର ଠିକ୍ ଥିବା ତାହେଲେ ଅରିଜିନାଲ କାଗଜ ପତ୍ର ଦେଖାଇବାର ଆବଶ୍ୟକତା ନାହଁ।

ସେହିପରି ଚାଲାଣ କଟାହେଲେ ଏହାର ମେସଜ ମୋବାଇଲକୁ ଯିବ ବୋଲି ଜଣାପଡ଼ିଛି। ଏମିତି ହେଲେ ମନଇଚ୍ଛା ଚାଲାଣ କାଟିପାରିବେନି ଟ୍ରାଫିକ ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story