ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ: ସିସିଟିଭିରେ ଚାଞ୍ଚଲ୍ୟକର ଦୃଶ୍ୟ

ପାଣାଜି: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ଧିରେ ଧିରେ ହଟୁଛି ପରଦା। ଏବେ ସିସିଟିଭି ଫୁଟେଜରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସୋନାଲିଙ୍କୁ  ଗୋଆ କ୍ଲବରେ ତାଙ୍କୁ  ଜଣେ ସହଯୋଗୀ ଜବରଦସ୍ତ ସ୍ପାଇକ୍ ଡ୍ରିଙ୍କ ଦେଉଥିବା ଲକ୍ଷ କରାଯାଛି।  ସୋନାଲିଙ୍କ ମୃତ୍ୟୁ ମାମଲାରେ ଗିରଫ ଅନ୍ୟତମ ଅଭିଯୁକ୍ତ  ସୁଧିର ସଗୱାନ ତାଙ୍କୁ ଜବରଦସ୍ତ ଏକ ବୋତଲରା ନିଶା ପିଆଉଥିବା ଳକ୍ଷ କରାଯାଛି। ଏହି ସମୟରେ ସୋନାଲି ତାଙ୍କୁ ଅଟକାବା ପାଇଁ ଚେଷ୍ଟା କରଥିଲେ ମଧ୍ୟ […]

sonali

sonali

Tapas Behera
  • Published: Saturday, 27 August 2022
  • Updated: 27 August 2022, 07:42 PM IST

Sports

Latest News

ପାଣାଜି: ବିଜେପି ନେତ୍ରୀ ସୋନାଲି ଫୋଗାଟଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ଧିରେ ଧିରେ ହଟୁଛି ପରଦା। ଏବେ ସିସିଟିଭି ଫୁଟେଜରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସୋନାଲିଙ୍କୁ  ଗୋଆ କ୍ଲବରେ ତାଙ୍କୁ  ଜଣେ ସହଯୋଗୀ ଜବରଦସ୍ତ ସ୍ପାଇକ୍ ଡ୍ରିଙ୍କ ଦେଉଥିବା ଲକ୍ଷ କରାଯାଛି।  ସୋନାଲିଙ୍କ ମୃତ୍ୟୁ ମାମଲାରେ ଗିରଫ ଅନ୍ୟତମ ଅଭିଯୁକ୍ତ  ସୁଧିର ସଗୱାନ ତାଙ୍କୁ ଜବରଦସ୍ତ ଏକ ବୋତଲରା ନିଶା ପିଆଉଥିବା ଳକ୍ଷ କରାଯାଛି। ଏହି ସମୟରେ ସୋନାଲି ତାଙ୍କୁ ଅଟକାବା ପାଇଁ ଚେଷ୍ଟା କରଥିଲେ ମଧ୍ୟ ବିଫଳ ହୋଇଥିଲେ।  ସେପଟେ ତାଙ୍କ ମୃତ୍ୟୁ ମାମଲାର ତଦନ୍ତ କରି ଗୋଆ ପୁଲିସ୍‌ ଶୁକ୍ରବାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ତେବେ ସୋନାଲି ଯେଉଁ କ୍ଲବ୍‌ ଯାଇଥିଲେ ସେଠାରୁ ଡ୍ରଗ୍ସ ଉଦ୍ଧାର ହୋଇଥିବାରୁ ପୁଲିସ୍‌ କ୍ଲବ୍‌ ମାଲିକକୁ ଗିରଫ କରିଛି। ପୁଲିସ୍‌ କ୍ଲବ୍‌ର ଗାଧୁଆଘରୁ ଡ୍ରଗ୍ସ ଜବତ କରିଥିଲା। ଏବେ ସୁଦ୍ଧା ପୁଲିସ୍‌ ସମୁଦାୟ ୪ ଜଣଙ୍କୁ ଗିରଫ କରି ସାରିଲାଣି। ପୁଲିସ୍‌ କ୍ଲବ୍‌ ମାଲିକକୁ ଧରି ପଚାରାଉଚରା କରିବା ପରେ ଗିରଫ କରିଛି। ଗୋଆ ପୁଲିସ୍‌ ପ୍ରାଥମିକ ତଦନ୍ତ କରି ସୂଚନା ଦେଇଛି ଯେ ସୋନାଲି ଫୋଗାଟ୍‌ ଡ୍ରଗ୍‌ ନେଇଥିଲେ।

ଗୋଆ ପୁଲିସର ପଚରାଉଚରା ବେଳେ ସୋନାଲି ଫୋଗାଟଙ୍କ ମୃତ୍ୟୁ ପୂର୍ବରୁ ଜବରଦସ୍ତ ଡ୍ରଗ୍ସ ଦିଆଯାଇଥିଲା ବୋଲି ଜଣାପଡିଛି। ଗୋଆ ଆଇଜି ଓମବୀର ସିଂ ବିଷ୍ଣୋଇ ନିକଟରେ କହିଛନ୍ତି ଯେ ସୋନାଳିଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରରେ ଆଘାତ ଥିବା ଜାଣି ଆମେ ପୂରା ଘଟଣାର ତଦନ୍ତ ଆରମ୍ଭ କରିଛୁ। ଗତ ମଙ୍ଗଳବାର ସୋନାଲି ଫୋଗାଟଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଛି ବୋଲି ଖବର ପ୍ରକାଶ ପାଇଥଲା। ସୋନାଳି  ତାଙ୍କର କିଛି କର୍ମଚାରୀଙ୍କ ସହ ଗୋଆ ବୁଲିବାକୁ ଯାଇଥିବା ବେଳେ ସେହିଠ‌ାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଥମେ ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଥିବା କଥା କୁହାଯାଉଥିବା ବେଳେ ଏବେ ମୃତ୍ୟୁ ପଛର ପ୍ରକୃତ କାରଣ ଉପରୁ ପରଦା ଉଠିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story