ଦୁର୍ବୃତ୍ତଙ୍କ ଗୁଳିରେ ପାକିସ୍ତାନୀ ଅଭିନେତ୍ରୀ ମୁସରତଙ୍କ ମୃତ୍ୟୁ

ପାଶୱାର: ଅଜଣା ଆତଙ୍କୀଙ୍କ ଗୁଳିରେ ପାକିସ୍ତାନ ଅଭିନେତ୍ରୀ ମୁସରତ ଶାହିନୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳୁ ସେ ତାଙ୍କ ମା’ଙ୍କ ସହ ନୌସରା ଜିଲ୍ଲାରେ କିଣାକିଣି କରିବାକୁ ଯାଇଥିବା ବେଳେ ବାଇକରେ ଅଜଣା ଦୁର୍ବୃତ୍ତ ଆସି ତାଙ୍କୁ ଗୁଳି କରିଥିଲା। ଶାହିନୀଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଏକ ହତ୍ୟା ମାମଲା ଦାୟର କରି ତଦନ୍ତ ଆରମ୍ଭ କରିଛି।

murder

Rakesh Mallick
  • Published: Thursday, 20 August 2015
  • , Updated: 04 May 2017, 03:45 PM IST

Related story