ପ୍ରବଳ ବର୍ଷାରେ ଘରର କାନ୍ଥ ସହ ଭୁଶୁଡ଼ିଲା ପାଚେରୀ, ୯ ମୃତ

ହାଇଦ୍ରାବାଦ: ପ୍ରବଳ ବର୍ଷା ପାଇଁ ଗୋଟିଏ ଘରର କାନ୍ଥରେ ଫାଟ ସୃଷ୍ଟି ହେବା ସହିତ ପାଚେରୀ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଛୋଟ ଛୁଆ ରହିଛନ୍ତି। ପୁରୁଣା ହାଇଦ୍ରାବାଦରେ ଏହି ଅଘଟଣ ଘଟିଛି। ପାଖାପାଖି ୧୦ଟି ଘର ପ୍ରବଳ ବର୍ଷାରେ ଭାଙ୍ଗିଯାଇଥିବା ସୂଚନା ରହିଛି। ଏଆଇଏମ୍ଆଇଏମ୍ ସଭାପତି ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓବେସୀ ଟୁଇଟ୍ କରି କହିଛନ୍ତି ଯେ, […]

hyderabad

hyderabad

Subhransu Sekhar
  • Published: Wednesday, 14 October 2020
  • Updated: 14 October 2020, 09:43 AM IST

Sports

Latest News

ହାଇଦ୍ରାବାଦ: ପ୍ରବଳ ବର୍ଷା ପାଇଁ ଗୋଟିଏ ଘରର କାନ୍ଥରେ ଫାଟ ସୃଷ୍ଟି ହେବା ସହିତ ପାଚେରୀ ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଛୋଟ ଛୁଆ ରହିଛନ୍ତି। ପୁରୁଣା ହାଇଦ୍ରାବାଦରେ ଏହି ଅଘଟଣ ଘଟିଛି। ପାଖାପାଖି ୧୦ଟି ଘର ପ୍ରବଳ ବର୍ଷାରେ ଭାଙ୍ଗିଯାଇଥିବା ସୂଚନା ରହିଛି।

ଏଆଇଏମ୍ଆଇଏମ୍ ସଭାପତି ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓବେସୀ ଟୁଇଟ୍ କରି କହିଛନ୍ତି ଯେ, ସେ ବାନ୍ଦଲଗୁଡାର ମହମ୍ମଦିଆ ହିଲ୍ସର ଗୋଟିଏ ଜାଗାରେ ବର୍ଷା ଜନିତ କ୍ଷୟକ୍ଷତିର ଯାଞ୍ଚ କରୁଥିଲେ। ସେଠାରେ ଗୋଟିଏ ଘରର ପାଚେରୀ ଭୁସୁଡିପଡିଥିଲା। ଏଥିରେ ନଅ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଦୁଇଜଣ ଆହତ ହୋଇଥିଲେ। ଓବେସୀ ରାତି ୧୨ଟା ୩୦ରେ ଏହି ଘଟଣା ଦେଖିବାକୁ ପାଇଥିଲେ ବୋଲି କହିଛନ୍ତି।

ସେହିପରି ଫାଲକନାମାର ଆସିଷ୍ଟାଣ୍ଟ ପୁଲିସର କମିଶନର ଏମ୍ ଏ ମଜିଦ କହିଛନ୍ତି, ରାତି ପ୍ରାୟ ୧୧ଟା ସମୟରେ ଏହି ଘଟଣା ଘଟିଥିଲା। ଯେଉଁଥିରେ ପାଚେରୀ ସହିତ ଲାଗି ଲାଗି ହୋଇ ରହିଥିବା ୧୦ଟି ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିଲା।

୧୦ଟି ଘର ମଧ୍ୟରୁ ଦୁଇଟି ଘର ବିପଦସଙ୍କୁଳ ଅବସ୍ଥାରେ ଥିଲା। ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୫ ଜଣ ରହିଥିବା ବେଳେ ଅନ୍ୟ କିଛି ପରିବାରର ଚାରିଜଣ ଥିଲେ। ଚାରି ଜଣ ଗୁରୁତର ଏବେ ଓବେସୀ ଡାକ୍ତରଖାନାରେ ଚିକିତ୍ସାଧୀନ ବୋଲି ପୁଲିସ କମିଶନର କହିଛନ୍ତି।

ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଏବଂ ଲୋକଙ୍କ ସହାୟତାରେ ମୃତକଙ୍କୁ ଉଦ୍ଧାର କରାଯାଇଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟର ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ହାଇଦ୍ରାବାଦରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ସଂଧ୍ୟା ୬ଟା ପରେ ରାତି ଯାକ ଭୀଷଣ ବର୍ଷା ହୋଇଥିଲା।

ସହରର ମଧ୍ୟଭାଗରେ ଥିବା ହୁସେନ୍ ସାଗର ହ୍ରଦରେ ପାଣି ଭର୍ତ୍ତି ହୋଇଯାଇ ଥିଲା। ପରେ ସନ୍ଧ୍ୟାରେ ସହରରେ ପାଣି ପ୍ରବାହିତ ହୋଇଥିଲା।

ମୁଖ୍ୟମନ୍ତ୍ରୀ କେସିଆର ଟେଲିଫୋନ ଜରିଆରେ ମୁଖ୍ୟ ଶାସନ ସଚିବ ସୋମେଶ କୁମାରଙ୍କ ସହ ଏ ବାବଦରେ କଥା ହୋଇଛନ୍ତି। ଆହୁରି ଦୁଇ ଦିନ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଥିବାରୁ ସଜାଗ ରହିବାକୁ ପ୍ରଶାସନକୁ କହିଛନ୍ତି କେସିଆର।

ସେହିପରି ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲିଟି କର୍ପୋରେସନ କମିଶନର ଲୋକେଶ କୁମାର କହିଛନ୍ତି, ଜରୁରୀକାଳୀନ ପରିସ୍ଥିତି ନହେଲେ ଲୋକମାନେ ଘରୁ ନବାହାରିବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story