ନିଜ କମ୍ପାନୀର ଗୋଦାମରୁ ୩୮ଟି ଆପଲ୍ ଫୋନ୍ ଚୋରି କରି ଦୁଇ କର୍ମଚାରୀ ଗିରଫ୍

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନର ଗୋଦାମ ଘରୁ ଚୋରି କରିବା ଅଭିଯୋଗରେ ଦୁଇ କର୍ମଚାରୀ ଗିରଫ୍ ହୋଇଛନ୍ତି। ୩୮ଟି ଆପଲ ଆଇଫୋନ୍ ଚୋରି ଅଭିଯୋଗରେ ପୁଲିସ ଏହି ଦୁଇ ଜଣଙ୍କୁ ଗିରଫ କରିଛି। କମ୍ପାନୀର ଗୋଦାମ ଘର ଛତିଶଗଡର ବିଳାଶପୁରରେ ରହିଛି। ଗୁରୁଗାଁଓର ଏସିପି ପ୍ରୀତ୍ ପାଲ୍ ସିଂହ କହିଛନ୍ତି, ଏହି ଦୁଇ ଜଣ କୋଭିଡ୍ ମହାମାରୀର ସୁଯୋଗ ନେଇ ମୋବାଇଲ୍ ଚୋରି କରିଥିଲେ। ଏହି ସମୟରେ ଛୁଇଁବା, ଚେକିଂ କରିବା ଉପରେ କଟକଣା ଥିଲା। ଏହାର […]

mobile-thief-of-amazon

Subhransu Sekhar
  • Published: Sunday, 20 December 2020
  • , Updated: 20 December 2020, 08:10 AM IST

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନୀ ଆମାଜନର ଗୋଦାମ ଘରୁ ଚୋରି କରିବା ଅଭିଯୋଗରେ ଦୁଇ କର୍ମଚାରୀ ଗିରଫ୍ ହୋଇଛନ୍ତି। ୩୮ଟି ଆପଲ ଆଇଫୋନ୍ ଚୋରି ଅଭିଯୋଗରେ ପୁଲିସ ଏହି ଦୁଇ ଜଣଙ୍କୁ ଗିରଫ କରିଛି। କମ୍ପାନୀର ଗୋଦାମ ଘର ଛତିଶଗଡର ବିଳାଶପୁରରେ ରହିଛି।

ଗୁରୁଗାଁଓର ଏସିପି ପ୍ରୀତ୍ ପାଲ୍ ସିଂହ କହିଛନ୍ତି, ଏହି ଦୁଇ ଜଣ କୋଭିଡ୍ ମହାମାରୀର ସୁଯୋଗ ନେଇ ମୋବାଇଲ୍ ଚୋରି କରିଥିଲେ। ଏହି ସମୟରେ ଛୁଇଁବା, ଚେକିଂ କରିବା ଉପରେ କଟକଣା ଥିଲା। ଏହାର ସୁଯୋଗ ନେଇ ଗୋଦାମ ଘରୁ ମୋବାଇଲ୍ ଚୋରି କରିଥିଲେ ଏହି ଦୁଇ କର୍ମଚାରୀ।

Related story