ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂମିକମ୍ପ

ନୂଆଦିଲ୍ଲୀ: ଏକ ବଡ଼ଧରଣର ଭୂମିକମ୍ପରେ ସୋମବାର ସମଗ୍ର ଉତ୍ତର ଭାରତ ଥରିଛି। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ତାଜିକସ୍ତାନରେ ବୋଲି ଜଣାପଡ଼ିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରହିଛି। ଭୂମିକମ୍ପ ପ୍ରଭାବରେ ଭାରତର ଦିଲ୍ଲୀ, ଏନସିଆର୍, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଏବଂ ଜମ୍ମୁ-କାଶ୍ମୀରରେ ଝଟକା ଅନୁଭୂତ ହୋଇଛି। ସେହିପରି ପାକିସ୍ତାନ, ଆଫଗାନିସ୍ତାନ ଓ ତାଜିକସ୍ତାନରେ ମଧ୍ୟ  ଭୂମିକମ୍ପର ଝଟକା ଅନୁଭୂତ ହୋଇଛି।

earth

Rakesh Mallick
  • Published: Monday, 07 December 2015
  • , Updated: 07 December 2015, 09:17 AM IST

Related story