ଦିଲ୍ଲୀ ଓ ହରିଆଣାରେ ଭୂକଂପ

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀ ଓ ହରିଆଣାରେ ଆଜି ଭୋର ପ୍ରାୟ ସାଢ଼େ ଚାରିଟା ବେଳେ ମଧ୍ୟମ ଧରଣର ଭୂମିକଂପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୪ ରହିଥିଲା। ଏହି ଭୂମିକଂପର ଉତ୍ପତ୍ତି ସ୍ଥଳ ଥିଲା ଦିଲ୍ଲୀ-ହରିଆଣା ସୀମା। ଭୂମିକମ୍ପ ନେଇ ଅନେକ ଲୋକ ଟ୍ୱିଟ୍ ମଧ୍ୟ କରିଛନ୍ତି। ଗତକାଲି ପଞ୍ଜାବର ଜଳନ୍ଧର ଜିଲ୍ଲାରେ ୩.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।

dekh

Rakesh Mallick
  • Published: Thursday, 17 November 2016
  • , Updated: 17 November 2016, 08:39 AM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀ ଓ ହରିଆଣାରେ ଆଜି ଭୋର ପ୍ରାୟ ସାଢ଼େ ଚାରିଟା ବେଳେ ମଧ୍ୟମ ଧରଣର ଭୂମିକଂପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୪ ରହିଥିଲା। ଏହି ଭୂମିକଂପର ଉତ୍ପତ୍ତି ସ୍ଥଳ ଥିଲା ଦିଲ୍ଲୀ-ହରିଆଣା ସୀମା।

ଭୂମିକମ୍ପ ନେଇ ଅନେକ ଲୋକ ଟ୍ୱିଟ୍ ମଧ୍ୟ କରିଛନ୍ତି।

ଗତକାଲି ପଞ୍ଜାବର ଜଳନ୍ଧର ଜିଲ୍ଲାରେ ୩.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା।

Related story