ଦିଲ୍ଲୀ ଏନ୍‌ସିଆର୍‌ରେ ଭୂମିକମ୍ପର ଝଟ୍‌କା

ନୂଆଦିଲ୍ଲୀ: ଦିଲ୍ଲୀ ଏନ୍‌ସିଆର୍‌ରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରବିବାର ଅପରାହ୍ନ ୩.୩୭ ମିନିଟ ସମୟରେ ଭୂମିକମ୍ପର ଝଟକା ଅନୂଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୯ ମପା ଯାଇଛି। ଭୂମିକମ୍ପର କେନ୍ଦ୍ର ହରିଆଣାର ସୋନିପତ୍‌ରେ ବୋଲି ଜଣାପଡ଼ିଛି। ଭୂମିକମ୍ପର ଝଟ୍‌କା ଦିଲ୍ଲୀ ଏନ୍‌ସିଆର୍‌ରରେ ବଡ଼ କୋଠାରେ ରହିଥିବା ଲୋକେ ଅଧିକ ଅନୁଭବ କରିଛନ୍ତି। ଭୂମିକମ୍ପ ଝଟକା ପରେ ଅନେକ ଲୋକ ଘର ଛାଡ଼ି ବାହାରକୁ ଚାଲିଆସିଥିଲେ। ଏ ପର୍ଯ୍ୟନ୍ତ କୌଣସି କ୍ଷତି ହେବାର କିଛି […]

dheli

dheli

Rakesh Mallick
  • Published: Sunday, 01 July 2018
  • Updated: 01 July 2018, 05:02 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ଏନ୍‌ସିଆର୍‌ରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ରବିବାର ଅପରାହ୍ନ ୩.୩୭ ମିନିଟ ସମୟରେ ଭୂମିକମ୍ପର ଝଟକା ଅନୂଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୯ ମପା ଯାଇଛି। ଭୂମିକମ୍ପର କେନ୍ଦ୍ର ହରିଆଣାର ସୋନିପତ୍‌ରେ ବୋଲି ଜଣାପଡ଼ିଛି।

ଭୂମିକମ୍ପର ଝଟ୍‌କା ଦିଲ୍ଲୀ ଏନ୍‌ସିଆର୍‌ରରେ ବଡ଼ କୋଠାରେ ରହିଥିବା ଲୋକେ ଅଧିକ ଅନୁଭବ କରିଛନ୍ତି। ଭୂମିକମ୍ପ ଝଟକା ପରେ ଅନେକ ଲୋକ ଘର ଛାଡ଼ି ବାହାରକୁ ଚାଲିଆସିଥିଲେ। ଏ ପର୍ଯ୍ୟନ୍ତ କୌଣସି କ୍ଷତି ହେବାର କିଛି ସୂଚନା ମିଳିନାହିଁ।

ଦିଲ୍ଲୀ, ନଏଡ଼ା, ଗୁରୁଗ୍ରାମ୍‌, ଫରିଦାବାଦ୍‌ରେ ଭୂମିକମ୍ପର ଝଟ୍‌କା ଅଧିକ ଅନୂଭୂତ ହୋଇଛି। ଏହାସହ ହରିଆନା ଓ ଉତ୍ତର ପ୍ରଦେଶରେ କିଛି ସ୍ଥାନରେ ମଧ୍ୟ ଝଟ୍‌କା ଅନୁଭୂତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story