ନ୍ୟୁଜିଲାଣ୍ଡରେ ଭୂକଂପ

ୱେଲିଂଟନ୍‌: ନ୍ୟୁଜିଲାଣ୍ଡରେ ଆଜି ଭୂକଂପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୭.୪। ଖ୍ରୀଷ୍ଟଚର୍ଚ୍ଚ ଠାରୁ ପ୍ରାୟ ୯୫ କିଲୋମିଟର ଦୂରରେ ଏହି ଭୂକଂପ ଅନୁଭୂତ ହୋଇଥିଲା। ୨୦୧୧ରେ ଖ୍ରୀଷ୍ଟଚର୍ଚ୍ଚରେ ହୋଇଥିବା ଭୂକଂପରେ ୧୮୫ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ସହରର ବ୍ୟାପକ କ୍ଷତି ହୋଇଥିଲା।

map

Rakesh Mallick
  • Published: Sunday, 13 November 2016
  • , Updated: 04 May 2017, 03:44 PM IST

ୱେଲିଂଟନ୍‌: ନ୍ୟୁଜିଲାଣ୍ଡରେ ଆଜି ଭୂକଂପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ଥିଲା ୭.୪। ଖ୍ରୀଷ୍ଟଚର୍ଚ୍ଚ ଠାରୁ ପ୍ରାୟ ୯୫ କିଲୋମିଟର ଦୂରରେ ଏହି ଭୂକଂପ ଅନୁଭୂତ ହୋଇଥିଲା।

୨୦୧୧ରେ ଖ୍ରୀଷ୍ଟଚର୍ଚ୍ଚରେ ହୋଇଥିବା ଭୂକଂପରେ ୧୮୫ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ସହରର ବ୍ୟାପକ କ୍ଷତି ହୋଇଥିଲା।

Related story