ପୁଣି ଖସିଲା ଓଡ଼ିଶାର ‘ଇଜ୍ ଅଫ୍ ଡୁଇଙ୍ଗ୍‌’ ବିଜ୍‌ନେସ୍ ରାଙ୍କ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଇଜ୍ ଅଫ୍ ଡୁଇଙ୍ଗ’ ବିଜ୍‌ନେସ୍ ରାକଂଙ୍ଗ୍‌ରେ ପୁଣି ତଳକୁ ଖସିଲା ଓଡ଼ିଶା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ‘ଇଜ୍ ଅଫ୍ ଡୁଇଙ୍ଗ’ ବିଜିନେସ୍ ତାଲିକାରେ ୨୦୧୭ ବର୍ଷ ପାଇଁ ଓଡ଼ିଶା ଚତୁର୍ଦ୍ଦଶ ସ୍ଥାନରେ ରହିଛି। ତାଲିକାର ପ୍ରଥମ ସ୍ଥାନରେ ଆନ୍ଧ୍ରପ୍ରଦେଶ ଥିବା ବେଳେ ଦ୍ୱିତୀୟରେ ରହିଛି ତେଲେଙ୍ଗାନା। ୨୦୧୫ ମସିହାରେ ଓଡ଼ିଶା ୫୨ ପ୍ରତିଶତ ସ୍କୋର୍ ସହ ସପ୍ତମ ସ୍ଥାନରେ ଥିଲା। ୨୦୧୬ରେ ୯୨ ପ୍ରତିଶତ ସ୍କୋର୍ […]

eayes-on-states-rankings-for-ease-of-doing-business

Rakesh Mallick
  • Published: Wednesday, 11 July 2018
  • Updated: 11 July 2018, 04:27 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଇଜ୍ ଅଫ୍ ଡୁଇଙ୍ଗ’ ବିଜ୍‌ନେସ୍ ରାକଂଙ୍ଗ୍‌ରେ ପୁଣି ତଳକୁ ଖସିଲା ଓଡ଼ିଶା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଥିବା ‘ଇଜ୍ ଅଫ୍ ଡୁଇଙ୍ଗ’ ବିଜିନେସ୍ ତାଲିକାରେ ୨୦୧୭ ବର୍ଷ ପାଇଁ ଓଡ଼ିଶା ଚତୁର୍ଦ୍ଦଶ ସ୍ଥାନରେ ରହିଛି। ତାଲିକାର ପ୍ରଥମ ସ୍ଥାନରେ ଆନ୍ଧ୍ରପ୍ରଦେଶ ଥିବା ବେଳେ ଦ୍ୱିତୀୟରେ ରହିଛି ତେଲେଙ୍ଗାନା।

୨୦୧୫ ମସିହାରେ ଓଡ଼ିଶା ୫୨ ପ୍ରତିଶତ ସ୍କୋର୍ ସହ ସପ୍ତମ ସ୍ଥାନରେ ଥିଲା। ୨୦୧୬ରେ ୯୨ ପ୍ରତିଶତ ସ୍କୋର୍ ସହ ଏକାଦଶ ସ୍ଥାନକୁ ଖସିଥିଲା। କ୍ରମାଗତ ତୃତୀୟ ବର୍ଷରେ ଓଡ଼ିଶାର ର‍୍ୟାଙ୍କିଂ ହ୍ରାସ ପାଇଛି। ୨୦୧୭ ବର୍ଷ ପାଇଁ ପ୍ରକାଶିତ ରାଙ୍କିଙ୍ଗ୍‌ ଅନୁସାରେ ଓଡ଼ିଶା ୯୨.୦୯ ପ୍ରତିଶତ ସ୍କୋର୍ ସହ ଚତୁର୍ଦ୍ଦଶ ସ୍ଥାନକୁ ଖସିଛି। ଆବଶ୍ୟ ଓଡ଼ିଶାକୁ ‘ଆଚିଭର୍ସ’ ବର୍ଗରେ ସ୍ଥାନ ମିଳିଛି।  ତେବେ ଟିକସ ପ୍ରଦାନ କ୍ଷେତ୍ରରେ ଶୀର୍ଷ ସ୍ଥାନରେ ରହିଛି ଓଡ଼ିଶା।

ସର୍ବଭାରତୀୟ ରାଙ୍କିଙ୍ଗରେ ଆନ୍ଧ୍ର ପ୍ରଦେଶ ୯୮.୪୨% ସ୍କୋର ସହିତ ପ୍ରଥମ ସ୍ଥାନରେ ରହିଛି। ତେଲେଙ୍ଗାନା ୯୮.୩୩ % ସ୍କୋର କରି ଦ୍ୱିତୀୟ ରହିଛି। ସେହିପରି ହରିୟାଣା ୯୮.୦୭% ସହ ତୃତୀୟ, ଝାଡ଼ଖଣ୍ଡ ୯୭.୯୯% ସହ ଚତୁର୍ଥ ଓ ଗୁଜରାଟ ୯୭.୯୬ % ସହ ପଞ୍ଚମ ସ୍ଥାନରେ ରହିଛି। ଏହି ସବୁ ରାଜ୍ୟ ଗୁଡ଼ିକ ଟପ୍‌ ଆଚିଭର୍ସ ବର୍ଗରେ ରହିଛନ୍ତି। ମୋଟ୍‌ ୯ଟି  ରାଜ୍ୟକୁ ଟପ୍‌ ଆଚିଭର୍ସ ବର୍ଗର ରାଙ୍କିଂ ମିଳିଛି। ଅନ୍ୟ ରାଜ୍ୟ ଗୁଡ଼ିକ ହେଉଛି ଛତିଶଗଡ଼, ମଧ୍ୟ ପ୍ରଦେଶ, କର୍ଣ୍ଣାଟକ ଓ ରାଜସ୍ଥାନ।

୨୦୧୫ ମସିହାରେ ଓଡ଼ିଶାର ନିୟମ ଅନୁ ପାଳନ (କମ୍ପ୍ଲାଏନ୍ସ) ୫୨.୧୫ ଶତାଂଶ ଥିଲା। ବିଗତ ଦୁଇ ବର୍ଷ ଭିତରେ ସେଥିରେ ଆଖିଦୃଶିଆ ଉନ୍ନତି ହୋଇଛି। ୨୦୧୭ରେ ଓଡ଼ିଶାର ସ୍କୋର୍‌ ୯୨.୦୯ %କୁ ବୃଦ୍ଧି କରାଯାଇଛି। ପ୍ରଥମ ୧୪ ର‍୍ୟାଙ୍କ୍‌ ଭିତରେ ଯେଉଁ ସବୁ ରାଜ୍ୟଗୁଡ଼ିକର ନାମ ରହିଛି ସେମାନଙ୍କ ସ୍କୋର୍‌ରେ ମାତ୍ର ୬%ର ଅନ୍ତର ରହିଛି। ଏଥିରୁ ଜଣାପଡ଼ୁଛି ଯେ ଭଲ ରାଙ୍କିଙ୍ଗ  ପାଇବା ପାଇଁ ନିବେଶ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟଗୁଡ଼ିକ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି।
“ଇଜ୍‌ ଅଫ୍‌ ଡୁଇଙ୍ଗ” ବିଜନେସ୍‌ ରାଙ୍କିଙ୍ଗକୁ ଟପ୍‌ ଆଚିଭର୍ସ, ଆଚିଭର୍ସ, ଫାଷ୍ଟ୍‍ ମୁଭର୍ସ ଓ ଆସ୍ପାୟାର୍ସ ଭଳି ଚାରିଟି ବର୍ଗରେ ବିଭକ୍ତ କରାଯାଇଥାଏ। ଚଳିତ ବର୍ଷ ଟପ୍‌ ଆଚିଭର୍ସ ବର୍ଗରେ ୯ଟି ରାଜ୍ୟ, ଆଚିଭର୍ସ ବର୍ଗରେ ୬ଟି, ଫାଷ୍ଟ୍‍ ମୁଭର୍ସ ବର୍ଗରେ ତିନିଟି ଓ ଆସ୍ପୟାର୍ସ ବର୍ଗରେ ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ନାମ ରହିଛି।
ଅରୁଣାଞ୍ଚଳ ପ୍ରଦେଶ, ମେଘାଳୟ ଓ ଲାକ୍ଷାଦ୍ୱୀପକୁ କୌଣସି ସ୍କୋର୍‌ ପ୍ରଦାନ କରାଯାଇନାହିଁ।
ଉଲ୍ଲେଖଯୋଗ୍ୟ, କିଛି ବର୍ଷ ଭିତରେ ଓଡ଼ିଶା ଏହାର ବ୍ୟବସାୟିକ ବାତାବରଣରେ ଅନେକ ସୁଧାର ଆଣିପାରିଛି। ବିଗତ ଚାରି ବର୍ଷ ଭିତରେ ନିର୍ମାଣ କ୍ଷେତ୍ରରେ ୧୧୮ଟି ପ୍ରକଳ୍ପ ମଞ୍ଜୁର ହୋଇଛି। ଯାହା କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧,୨୮,୫୭୨ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି କୁହାଯାଇଛି। ରାଜ୍ୟରେ ପ୍ରକଳ୍ପ ଅନୁମୋଦନ ସମୟ ସୀମା ୨୦ ଦିନକୁ ହ୍ରାସ ପାଇଛି।

ନିବେଶ ବାତାବରଣରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ରାଜ୍ୟସ୍ତରୀୟ ଫାସିଲିଟେସନ୍‌ ସେଣ୍ଟର୍‌ ସ୍ଥାପନ କରିଥିବା ବେଳେ ନିବେଶକଙ୍କୁ ସହାୟତା ପ୍ରଦାନ କରିବା ପାଇଁ କ୍ଷେତ୍ରଭିତ୍ତିକ ନୋଡାଲ୍‌ ଅଫିସର୍‌ ନିଯୁକ୍ତ କରିଛନ୍ତି। ନିବେଶକଙ୍କ ପାଇଁ ବ୍ୟାପକ ସୁଯୋଗ ଥିବା ୬ଟି ଅଗ୍ରାଧିକାର କ୍ଷେତ୍ର ଚିହ୍ନଟ କରାଯାଇଛି। ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ବିଦେଶରେ ରୋଡ୍‌ ଶୋ’ ଆୟୋଜନ କରାଯାଉଛି।

‘ଇଜ୍ ଅଫ୍ ଡୁଇଙ୍ଗ’ ବିଜନେସ୍‌ରେ ଓଡ଼ିଶାର ରାଙ୍କ ତଳକୁ ଖସିବାକୁ ନେଇ ଶିଳ୍ପ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି,“ଶିଳ୍ପସଂସ୍ଥା ଦେଇଥିବା ଫିଡ୍‌ବ୍ୟାକ୍ ଭଲ ନଥିବାରୁ ରାଙ୍କିଙ୍ଗ୍‌ ତଳକୁ ଖସି ଯାଇଛି। କଣ ପାଇଁ ଫିଡ୍‌ବ୍ୟାକ୍ ଭଲ ନଥିଲା ତାହାର ସମୀକ୍ଷା କରାଯିବ। ଗ୍ରାଉଣ୍ଡ ଲେଭଲ୍‌ରେ ଆମକୁ ଭଲ କାମ କରିବାକୁ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story