ରାହୁଲଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ, ରିପୋର୍ଟ ମାଗିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ଆଜି ନିର୍ବାଚନ କମିଶନ ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି। ରିପୋର୍ଟ ପାଇବା ପରେ ନିର୍ବାଚନ କମିଶନ ଆବଶ୍ୟକ ପଦକ୍ଷେପ କରିବେ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ ରାହୁଲ ଗାନ୍ଧି ଝାଡ଼ଖଣଣ୍ଡର ଗୋଡ୍ଡାରେ ନିର୍ବାଚନୀ ପ୍ରଚାର କରିଥିଲେ। ଏହି ସମୟରେ କେନ୍ଦ୍ରକୁ ଟାର୍ଗେଟ କରିବାକୁ ଯାଇ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ଦେଇଥିଲେ। ଏହାପରେ ଗତ ଶୁକ୍ରବାର ସଂସଦର ଶୀତକାଳୀନ ଅଧିବେଶନ […]

Rahul-Gandhi

Rahul-Gandhi

Subhransu Sekhar
  • Published: Monday, 16 December 2019
  • Updated: 16 December 2019, 02:09 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟକୁ ନେଇ ଆଜି ନିର୍ବାଚନ କମିଶନ ଝାଡ଼ଖଣ୍ଡ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ମାଗିଛନ୍ତି। ରିପୋର୍ଟ ପାଇବା ପରେ ନିର୍ବାଚନ କମିଶନ ଆବଶ୍ୟକ ପଦକ୍ଷେପ କରିବେ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ ରାହୁଲ ଗାନ୍ଧି ଝାଡ଼ଖଣଣ୍ଡର ଗୋଡ୍ଡାରେ ନିର୍ବାଚନୀ ପ୍ରଚାର କରିଥିଲେ। ଏହି ସମୟରେ କେନ୍ଦ୍ରକୁ ଟାର୍ଗେଟ କରିବାକୁ ଯାଇ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ ଦେଇଥିଲେ।

ଏହାପରେ ଗତ ଶୁକ୍ରବାର ସଂସଦର ଶୀତକାଳୀନ ଅଧିବେଶନ ଅବସରରେ ଦେଶର ଶାସକ ଦଳ ବିଜେପିର ସାଂସଦମାନେ ଏହାକୁ ପ୍ରସଙ୍ଗ କରିଥିଲେ। ସଂସଦରେ ରାହୁଲଙ୍କ କ୍ଷମା ଦାବି କରିଥିଲେ ବିଜେପି ସାଂସଦମାନେ। ଏହାପରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ର ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା। ରାହୁଲ ଗାନ୍ଧି ଏଭଳି ମନ୍ତବ୍ୟ ଦେଇ ଦେଶର ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଆହ୍ୱାନ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ରାହୁଲ ଗାନ୍ଧି ଝାଡ଼ଖଣ୍ଡର ଗୋଡ଼ାରେ ପ୍ରଚାର ବେଳେ କହିଥିଲେ, ଦେଶରେ ଦୁଷ୍କର୍ମ ମାମଲା ବଢ଼ୁଛି। ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବାକୁ ଯାଇ ରାହୁଲ କହିଥିଲେ ମୋଦୀ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ ଏବେ ରେପ୍ ଇନ୍ ଇଣ୍ଡିଆ’ରେ ପରିଣତ ହୋଇଛି। ଦେଶ ଏବେ ଦୁଷ୍କର୍ମର ରାଜଧାନୀ ପାଲଟିଛି। ଖବରକାଗଜ ଓଲଟାଇଲେ ଦେଶରେ ହୋଇଥିବା ଦୁଷ୍କର୍ମର ଖବର ଅଧିକ ଦେଖିବାରକୁ ମିଳୁଛି ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story