ପିରାମିଡ ଆଗରେ ଫଟୋଶୁଟ କରି ମଡେଲ ଗିରଫ

କାଏରୋ: ଇଜିପ୍ଟର ପିରାମିଡ ଆଗରେ ଫଟୋଶୁଟ କରିବା ମହଙ୍ଗା ପଡ଼ିଛି ଜଣେ ମେଡଲଙ୍କୁ। ଏଥିପାଇଁ ସେ ଗିରଫ ହୋଇଥିଲେ। ପରେ ଜାମିନରେ ମୁକୁଳିଛନ୍ତି। ଫଟୋଶୁଟ୍ ଅଶ୍ଳୀଳ ଥିବା ଦର୍ଶାଇ ଇଜିପ୍ଟ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହି ମେଡଲ ଜଣଙ୍କ ହେଉଛନ୍ତି ସାଲମା ଅଲ-ଶିମି। ମଡେଲଙ୍କ ସହିତ ତାଙ୍କ ଫଟୋଗ୍ରାଫର ହୋଶମ ମହମ୍ମଦ ମଧ୍ୟ ଗିରଫ ହୋଇଥିଲେ। ଶିମି ଇଜିପ୍ଟର ଜଣେ ପ୍ରଖ୍ୟାତ ମଡେଲର ସହିତ ଇନଷ୍ଟାଗ୍ରାମ ଇନଫ୍ଲୁଏସର। ଡିସେମ୍ୱର ପ୍ରଥମ ସପ୍ତାହରେ ସେ ଏହି ଫଟୋ […]

salma-al-shimi

Subhransu Sekhar
  • Published: Thursday, 10 December 2020
  • , Updated: 10 December 2020, 04:45 PM IST

କାଏରୋ: ଇଜିପ୍ଟର ପିରାମିଡ ଆଗରେ ଫଟୋଶୁଟ କରିବା ମହଙ୍ଗା ପଡ଼ିଛି ଜଣେ ମେଡଲଙ୍କୁ। ଏଥିପାଇଁ ସେ ଗିରଫ ହୋଇଥିଲେ। ପରେ ଜାମିନରେ ମୁକୁଳିଛନ୍ତି। ଫଟୋଶୁଟ୍ ଅଶ୍ଳୀଳ ଥିବା ଦର୍ଶାଇ ଇଜିପ୍ଟ ପୁଲିସ ତାଙ୍କୁ ଗିରଫ କରିଥିଲା। ଏହି ମେଡଲ ଜଣଙ୍କ ହେଉଛନ୍ତି ସାଲମା ଅଲ-ଶିମି। ମଡେଲଙ୍କ ସହିତ ତାଙ୍କ ଫଟୋଗ୍ରାଫର ହୋଶମ ମହମ୍ମଦ ମଧ୍ୟ ଗିରଫ ହୋଇଥିଲେ।

ଶିମି ଇଜିପ୍ଟର ଜଣେ ପ୍ରଖ୍ୟାତ ମଡେଲର ସହିତ ଇନଷ୍ଟାଗ୍ରାମ ଇନଫ୍ଲୁଏସର। ଡିସେମ୍ୱର ପ୍ରଥମ ସପ୍ତାହରେ ସେ ଏହି ଫଟୋ ଉଠାଇଥିଲେ। ପରେ ପ୍ରଥମ ସପ୍ତାହରେ ସେ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି ସବୁ ଫଟୋ ଅପଲୋଡ କରିଥିଲେ।

[gallery bgs_gallery_type="slider" bgs_gallery_image_size="full" ids="600323,600322,600321,600320,600319"]

ସେ ପିନ୍ଧିଥିବା ଡ୍ରେସ୍ ସରକାରଙ୍କ ନିୟମ ବାହାରେ ଥିଲା। ଯାହାକି 4500 ବର୍ଷ ପୂର୍ବର ପରାମିଡ ଆଗରେ ପିନ୍ଧିବା ନେଇ ପ୍ରତିବନ୍ଧକ ରହିଛି। ଏଥିସହ ଆର୍କିଓଲୋଜି ବିଭାଗର ବିନା ଅନୁମତିରେ ଏହି ସବୁ ଫୋଟ ଉଠାଯାଇଥିବାରୁ ଏହାକୁ ଆପତ୍ତିଜନକ ଦର୍ଶାଇଥିଲେ ଇଜିପ୍ଟ ସରକାର।

 

View this post on Instagram

 

A post shared by Salma Elshimy (@salma.elshimy.officiall)

 

View this post on Instagram

 

A post shared by Salma Elshimy (@salma.elshimy.officiall)

 

Related story