ଇଜିପ୍ଟରେ ବୋମା ବିସ୍ଫୋରଣ: ଜଣେ ପୋଲିସ କର୍ମଚାରୀ ମୃତ

କାଇରୋ: କାଇରୋର ଏକ ଫାର୍ମରେ ବୋମା ବିସ୍ଫୋରଣ ଘଟିଛି । ଏହି ବୋମା ବିସ୍ଫୋରଣରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଫାର୍ମରେ ସୁରକ୍ଷା କର୍ମୀମାନେ ଯାଞ୍ଚ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ଯାଞ୍ଚବେଳେ ସୁରକ୍ଷା କର୍ମୀମାନେ ବୋମା ପ୍ରସ୍ତୁତ ଦ୍ରବ୍ୟ ଅନ୍ୟ ସାମଗ୍ରୀ ଜବତ କରିଛନ୍ତି । ଜଣେ ପୋଲିସ କର୍ମଚାରୀ ଫାର୍ମରେ ଏକ ବୋମା ଥିବା ଦେଖିବାକୁ ପାଇଥିଲେ। ଏହି ସମୟରେ ବୋମାଟି ବିସ୍ଫୋରଣ ହେବାରୁ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା।

bommmm

Rakesh Mallick
  • Published: Sunday, 07 June 2015
  • , Updated: 04 May 2017, 03:45 PM IST

Related story