ପାକିସ୍ତାନ କାହିଁକି ଚାହୁଁଛି ଅହମ୍ମଦ ପଟେଲ ଗୁଜରାଟ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ?

ଅହମ୍ମଦାବାଦ୍‌: ପାକିସ୍ତାନ କାହିଁକି ଚାହୁଁଛି ଅହମ୍ମଦ ପଟେଲ ଗୁଜୁରାଟ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। କ’ଣ ଏହାର କାରଣ। ବୋଧହୁଏ କିଛି ସମ୍ପର୍କ ରହିଛି। ନିର୍ବାଚନ ପ୍ରଚାର ବେଳେ ଏମିତି ପ୍ରଶ୍ନ ପଚାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଲନପୁରରେ ନିର୍ବାଚନ ପ୍ରଚାର ବେଳେ ମୋଦି ଅଭିଯୋଗ କହିଛନ୍ତି, ଗୁଜରାଟ ନିର୍ବାଚନରେ ପାକିସ୍ତାନ ହସ୍ତକ୍ଷେପ କରୁଛି। ମଣିଶଙ୍କର ଆୟାର ତାଙ୍କୁ ନୀଚ କହି ଓବିସିଙ୍କୁ ଅପମାନ କରିଥିବା କଥା ଦୋହରାଇଛନ୍ତି ମୋଦି। ସେପଟେ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି ମୋଦିଙ୍କୁ ଟାର୍ଗେଟ […]

Narendra-Modi-1

Rakesh Mallick
  • Published: Sunday, 10 December 2017
  • , Updated: 10 December 2017, 07:58 PM IST

ଅହମ୍ମଦାବାଦ୍‌: ପାକିସ୍ତାନ କାହିଁକି ଚାହୁଁଛି ଅହମ୍ମଦ ପଟେଲ ଗୁଜୁରାଟ ମୁଖ୍ୟମନ୍ତ୍ରୀ ହୁଅନ୍ତୁ। କ’ଣ ଏହାର କାରଣ। ବୋଧହୁଏ କିଛି ସମ୍ପର୍କ ରହିଛି। ନିର୍ବାଚନ ପ୍ରଚାର ବେଳେ ଏମିତି ପ୍ରଶ୍ନ ପଚାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଲନପୁରରେ ନିର୍ବାଚନ ପ୍ରଚାର ବେଳେ ମୋଦି ଅଭିଯୋଗ କହିଛନ୍ତି, ଗୁଜରାଟ ନିର୍ବାଚନରେ ପାକିସ୍ତାନ ହସ୍ତକ୍ଷେପ କରୁଛି। ମଣିଶଙ୍କର ଆୟାର ତାଙ୍କୁ ନୀଚ କହି ଓବିସିଙ୍କୁ ଅପମାନ କରିଥିବା କଥା ଦୋହରାଇଛନ୍ତି ମୋଦି।

ସେପଟେ କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି, ହାରିବା ଭୟରେ ମୋଦି ଏବେ ଅଯଥା କଥା କହୁଛନ୍ତି।  ମୋଦି କାହିଁକି ବିକାଶ କଥା ନ କହି କେବଳ ଅପ୍ରାସଙ୍ଗିକ ଭାଷଣ ମାରୁଛନ୍ତି ବୋଲି ଓଲଟା ପ୍ରଶ୍ନ କରିଛନ୍ତି ରାହୁଲ।

Related story