ଦେଶର ୫୪ ଟି ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ନିର୍ବାଚନ କମିଶନ ମଙ୍ଗଳବାର ଦେଶର ୯ଟି ରାଜ୍ୟରେ ୫୪ ଟି ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ତେବେ ଆସାମ, କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ଉପ-ନିର୍ବାଚନ ଏବେ ହେବନି ବୋଲି ନିର୍ବାଚନ କମିଶନ କହିଛନ୍ତି। ମତଦାନ ପରିଚାଳନାରେ ଅସୁବିଧା ପ୍ରକାଶ କରି ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ରାଜ୍ୟଗୁଡିକର ମୁଖ୍ୟ ସଚିବ / ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଜଡିତ ସମସ୍ୟାଗୁଡିକର ସମାଧାନ […]

ELECTION COMMISSION

ELECTION COMMISSION

Subhransu Sekhar
  • Published: Tuesday, 29 September 2020
  • Updated: 29 September 2020, 02:39 PM IST

Sports

Latest News

ନୂଆଦିଲ୍ଲୀ: ନିର୍ବାଚନ କମିଶନ ମଙ୍ଗଳବାର ଦେଶର ୯ଟି ରାଜ୍ୟରେ ୫୪ ଟି ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ତେବେ ଆସାମ, କେରଳ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରେ ଉପ-ନିର୍ବାଚନ ଏବେ ହେବନି ବୋଲି ନିର୍ବାଚନ କମିଶନ କହିଛନ୍ତି। ମତଦାନ ପରିଚାଳନାରେ ଅସୁବିଧା ପ୍ରକାଶ କରି ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ରାଜ୍ୟଗୁଡିକର ମୁଖ୍ୟ ସଚିବ / ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଜଡିତ ସମସ୍ୟାଗୁଡିକର ସମାଧାନ ପରେ ନିର୍ବାଚନ ତାରିଖ ଘୋଷଣା ହେବ ବୋଲି ଜଣାପଡ଼ିଛି।

ବିହାରର ଗୋଟିଏ ଲୋକସଭା ଆସନ ଏବଂ ମଣିପୁରରେ ଦୁଇଟି ବିଧାନସଭା ଆସନରେ ନଭେମ୍ୱର ସାତ ତାରିଖରେ ଉପ-ନିର୍ବାଚନ ହେବ। ସେହିପରି ଓଡ଼ିଶା (ବାଲେଶ୍ୱର, ତିର୍ତ୍ତୋଲ ବିଧାନସଭା ଆସନ), ଛତିଶଗଡ, ଗୁଜୁରାଟ, ଝାଡଖଣ୍ଡ, କର୍ଣ୍ଣାଟକ, ନାଗାଲାଣ୍ଡ, ତେଲେଙ୍ଗାନା, ୟୁପିର ୫୪ଟି ବିଧାନସଭା ଆସନ ପାଇଁ ନଭେମ୍ୱର ୩ ତାରିଖରେ ଉପ-ନିର୍ବାଚନ ହେବ। ନଭେମ୍ବର ୧୦ ରେ ବିହାର ନିର୍ବାଚନ ସହିତ ଫଳାଫଳ ପ୍ରକାଶ ପାଇବ।

ପ୍ରାର୍ଥୀମାନେ ଅନଲାଇନ୍ ଆବେଦନ କରିବେ। ସପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ପ୍ରାର୍ଥୀ ନିଜର ତଥ୍ୟ ମିଡିଆରେ ଦେବାକୁ ପଡ଼ିବ। ଏଥିସହ ଅନଲାଇନ୍ ମଧ୍ୟ ଦେବାକୁ ପଡ଼ିବ। ନିର୍ବାଚନ ପାଇଁ ପ୍ରାର୍ଥୀ ମାନେ ଭିଡିଓ କନଫରେନସ ଜରିଆରେ ପ୍ରଚାର କରିବେ। ଯେଉଁମାନେ ଭୋଟରଙ୍କ ଘରକୁ ଯିବେ ସେମାନଙ୍କ ସଂଖ୍ୟା ୫ ଜଣରୁ ଅଧିକ ହେବନି। ଅର୍ଥାତ୍ ୫ ଜଣଙ୍କୁ ନେଇ ପ୍ରାର୍ଥୀ ପ୍ରଚାର କରିବେ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ଛଅଟା ଯାଏ ଚାଲିବ ବୋଲି ବିହାର ନିର୍ବାଚନ ତାରିଖ ଘୋଷଣା ବେଳେ ନିର୍ବାଚନ କମିଶନର ସୁନୀଲ ଆରୋରା ଘୋଷଣା କରିଥିଲେ। କରୋନା ଆକ୍ରାନ୍ତ ମଧ୍ୟ ମାସ୍କ ଏବଂ ନିୟମ ଅନୁଯାୟୀ ଭୋଟ୍ ଦେଇପାରିବେ ବୋଲି ନିର୍ବାଚନ କମିଶନ ସୁନୀଲ ଆରୋରା କହିଥିଲେ।଼

ଗତ ଶୁକ୍ରବାର ବିହାର ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଥିଲେ। ଯେଉଁଥିରେ୨୪୩ଟି ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୭୧ ବିଧାୟକ ଆସନ, ଦ୍ୱିତୀୟରେ ୧୭ଟି ଜିଲ୍ଲାର ୯୪ଟି ଆସନ, ତୃତୀୟରେ ୧୫ଟି ଜିଲ୍ଲାର ୭୮ ଆସନ ପାଇଁ ମତଦାନ ହେବ।

ପ୍ରଥମ ପର୍ଯ୍ୟାୟ ପାଇଁ ଅକ୍ଚୋବର ୧ ନାମାଙ୍କନ ତାରିଖ ରହିଛି। ୨୮ ଅକ୍ଟୋବରରେ ହେବ ନିର୍ବାଚନ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ୱର ୩। ତୃତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ୱର ୭ ରହିଛି। ଦୁର୍ଗାପୂଜା ଏବଂ ଦିପାବଳୀ ମଝିରେ ନଭେମ୍ୱର ୧୦ରେ ପ୍ରକାଶ ପାଇବ ଫଳାଫଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story