ସୁପ୍ରିମକୋର୍ଟକୁ ଧସେଇ ପଶିବାକୁ ଉଦ୍ୟମ

ନୂଆଦିଲ୍ଲୀ: ତାମିଲନାଡୁରେ ମରୁଡି ସ୍ଥିତି ନେଇ ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ।  ପ୍ରତିବାଦ କରି ସୁପ୍ରିମକୋର୍ଟ ଭିତରକୁ ପଶିବାକୁ ଉଦ୍ୟମ ବେଳେ ସେମାନଙ୍କୁ ଅଟକାଇଛି ପୋଲିସ।   କେନ୍ଦ୍ରୀୟ ଅବହେଳା ଅଭିଯୋଗ କରି ଦିଲ୍ଲୀରେ ଆନ୍ଦୋଳନ କରିଛନ୍ତି ତାମିଲନାଡୁ ଚାଷୀ।   ରାଜ୍ୟ ସରକାର ୨୧ ହଜାର କୋଟିରୁ ଅଧିକ ଟଙ୍କାର ମରୁଡି ଜନିତ ସହାୟତା ଦାବି କରୁଥିବାବେଳେ କେନ୍ଦ୍ର ତରଫରୁ ଟଙ୍କାଟିଏ ମଧ୍ୟ ଯାଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀଙ୍କୁ ସହାୟତା ଦାବି କରି ପ୍ରାୟ ୩ ମାସ […]

court-1

Rakesh Mallick
  • Published: Tuesday, 03 October 2017
  • , Updated: 03 October 2017, 03:42 PM IST

ନୂଆଦିଲ୍ଲୀ: ତାମିଲନାଡୁରେ ମରୁଡି ସ୍ଥିତି ନେଇ ଦିଲ୍ଲୀରେ ଚାଷୀଙ୍କ ଆନ୍ଦୋଳନ।  ପ୍ରତିବାଦ କରି ସୁପ୍ରିମକୋର୍ଟ ଭିତରକୁ ପଶିବାକୁ ଉଦ୍ୟମ ବେଳେ ସେମାନଙ୍କୁ ଅଟକାଇଛି ପୋଲିସ।   କେନ୍ଦ୍ରୀୟ ଅବହେଳା ଅଭିଯୋଗ କରି ଦିଲ୍ଲୀରେ ଆନ୍ଦୋଳନ କରିଛନ୍ତି ତାମିଲନାଡୁ ଚାଷୀ।   ରାଜ୍ୟ ସରକାର ୨୧ ହଜାର କୋଟିରୁ ଅଧିକ ଟଙ୍କାର ମରୁଡି ଜନିତ ସହାୟତା ଦାବି କରୁଥିବାବେଳେ କେନ୍ଦ୍ର ତରଫରୁ ଟଙ୍କାଟିଏ ମଧ୍ୟ ଯାଇନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଚାଷୀଙ୍କୁ ସହାୟତା ଦାବି କରି ପ୍ରାୟ ୩ ମାସ ଧରି ଆନ୍ଦୋଳନ ଚଳାଇଛନ୍ତି ତାମିଲନାଡୁର ଚାଷୀ।

Related story